ରାଜ୍ୟ

ପାଣି ଟାଙ୍କି ନିର୍ମାଣ ପାଇଁ ଶିଳାନ୍ୟାସ


ନିମାପଡ଼ା : ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ।ପୁରୀ ଜିଲ୍ଲା ନିମାପଡ଼ା ପୌରାଞ୍ଚଳର ଏଲଆଇସି କାର୍ଯ୍ୟଳୟ ଠାରେ ଓ କଲେଜଛକ ଠାରେ ନୂତନ ପାଣିଟାଙ୍କି ନିର୍ମାଣ ପାଇଁ ଆଜି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଶିଳାନ୍ୟାସ କରିଛନ୍ତି।ଆୟୋଜିତ ଏହି କାର୍ଯ୍ୟକ୍ରମରେ ନଗର ବିଜେଡି ସଭାପତି ଜିବନାନନ୍ଦ ମହାପାତ୍ର , ଏ ନ ଏସି ଅଧ୍ୟକ୍ଷା ସସ୍ମିତା ସାହୁ , ଉପାଧ୍ୟକ୍ଷ ସନ୍ତୋଷ ଦାଶ ,୮ ନମ୍ବର ୱାର୍ଡ ର କାଉନସିଲର ନିବେଦିତା ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷା ଅନୁସୁୟା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *