ରାଜ୍ୟ

ପାଣିରେ ପଡ଼ିଲା ୨୦ ହଜାର , ଘୋଟାଲା ବିଭାଗର କାରନାମା ଦିଗହରା କରିବାକୁ ଯାଇ

ବଡ଼ବିଲ : ପୁଣି ସଭିଙ୍କ ଦୃସ୍ଟି କୋଣରୁ ଛପିବାକୁ ଚେଷ୍ଟା କରି ନିଜର ଘୋଟାଲାର କଳା କାରନାମାର ଦିଗହରା କରିବାକୁ ଯାଇ ଘୋଟାଲା ଅଫିସରଙ୍କ ୨୦ ହଜାର ପାଣିରେ ପଡ଼ି ବର୍ବାଦ ହେଲା । ଘଟଣା କିଛି ଏହିପରି ନିଜେ ଡାକି ଆଣି ପାଖରେ ବସେଇ ସବୁ ଦୁଃଖ କହି ବୁଝେଇ କିଳା ନେଲେ । ତଥାବି ସୁଧୁରିବା ବଦଳରେ ବହୁ ନୂତନ ଯୋଜନା କରିବାରେ ବ୍ୟସ୍ତ ଅଫିସର ଜଣକ ହେଲେ ଲାଭ କଣ ହେଲା ? ତାପରିବର୍ତ୍ତ୍ ନିଜର ସେହି ଧନକୁ ଅଭାବୀ ଗରିବଙ୍କ ଉଦ୍ୟଶରେ ବିନିଯୋଗ କରିଥିଲେ ଗରିବ ଆଶୀର୍ବାଦ କରିଥାନ୍ତେ । ହେଲେ ମୁର୍ଖ ଘୋଟାଲା ଅଫିସରଙ୍କୁ ବୁଝାଇବ କିଏ ? ତାଠାରୁ ବଡ଼ ମୂର୍ଖଙ୍କ ସର୍ଦ୍ଦାର ଭତ୍ତା ଅଫିସର । ସବୁର ମଷ୍ଟର୍ମାଇଣ୍ଡ ବନି ଥିବା ଭତ୍ତା ଅଫିସର ରାଜଧାନୀରେ ରିମୋଟ ଧରି ପରିଚାଳିତ କରୁଥିଲେବି ସବୁଥିରେ ବାହାଦୂରୀ ଫେଲ୍ ମାରି ନାକ କଟି ଗଲା । ତେବେ ଗୋଟିଏ ପରେ ଗୋଟିଏର ସବୁ ଘଟଣାର ପର୍ଦ୍ଦାଫାସ ହୋଇ ଲୋକହସା ହେଉଥିଲେ ମଧ୍ୟ ଏକ ହୋଇଛନ୍ତି ପାଞ୍ଚ ଜଣିଆ ଟିମର ସଦସ୍ୟ ବନି ଘୋଟାଲା ସାମିଲ ହୋଇ ଜୋର ସୋର ଲାଗିପଡିଛନ୍ତି ସବୁ ଚପାଇବାକୁ ପ୍ରୟାସ ହେଲେ ଲାଭ କଣ ସବୁତ ପଣ୍ଡ ହେବାରେ ଲାଗିଛି । ସାବଧାନ ହୋଇଯାଅ ଏବେବି ସମୟ ଅଛି ସୁଧୁରି ଯାଇ ବିଭାଗର ପ୍ରଗତି କରାଇ ଅଞ୍ଚଳ ତଥା ଅଞ୍ଚବସୀଙ୍କ ସର୍ବାଙ୍ଗୀନ ବିକାଶରେ ସାମିଲ ହୁଅ ନଚେତ ଚଡ଼କ ପରେ ଚଡ଼କ ପଡ଼ିବ ଗୋଟି ଗୋଟି କରି ସବୁ କାରନାମାର ଲୋକଲୋଚନକୁ ଆସି ରାଜଧାନୀର ବିଭାଗର ପ୍ରମୁଖ ତିନି ଗୋଟିର ମୁଖ୍ୟଙ୍କୁ ବୁଦ୍ଧିଯିବୀର ଏକ ଟିମ ଭୁବନେଶ୍ୱର ଯାଇ ସମସ୍ଥ ଦସ୍ଥାବିଜ ଉପସ୍ଥାପନ କରି ସବୁ ପର୍ଦାଫାସ କରିବାର ଏକ ଯୋଜନା ହେଉଥିବାର ଆଲୋଚନା ଶୁଣିବାକୁ ମିଳେ।

Leave a Reply

Your email address will not be published. Required fields are marked *