ରାଜ୍ୟ

ଚିଠି ପଛରେ କାହାର ହାତ? ବିଶେଷ ଅଧିକାରୀ ସାମିଲ

ବଡ଼ବିଲ : ରଚେଇତା ଷଡ଼ଯନ୍ତ୍ରରେ ନିଜେ ଫସି ଲୋକ ହସା ହେଲେ ଘୋଟାଲା ଟିମ । ଯୋଜନା କିଛି ପୁଣି ଭିନ୍ନ ନିୟନ୍ତ୍ରଣ କରିବାକୁ ଯାଇ ଘୋଟାଲା ବିଭାଗର ଆଉ ଏକ ଅଧିକାରୀ ସାମିଲ ହୋଇ ଷଡ଼ଯନ୍ତ୍ରର ଚକ୍ରବ୍ୟୁରେ ନିଜେ ଫସି ଯାଇ ଭଲ ନାମ ନେଇ ମାନ ସମ୍ମାନ ମାଟିରେ ମିଶି ଓଜନ ସରିଲା। ଉକ୍ତ ଟିମ୍ ସବୁ ଆସିଛନ୍ତି ଏଠାକୁ ଘୋଟାଲା କରି କିପରି ଅର୍ଥ ହାସଲ କରିବା ଗୋଟିଏ ଲକ୍ଷ୍ୟ ନିମନ୍ତେ ମାନ ସମ୍ମାନ ଏପରି ଲୋକଙ୍କର କେବେ ଥିଲା ଯେ ଲଜ୍ୟା ଲାଗିବ । ଏତେ ସବୁ ଘଟଣା ସ୍ଥାନୀୟ ଅଞ୍ଚଳରୁ ରାଜଧନୀ ଯାଏ ନିଜେ ନିଜର ପ୍ରଚାର ପ୍ରସାର କରି ରାଜଧାନୀରେ ଏବେ କିଏ ବା ନଜାଣେ ଏହି ଘୋଟାଲାକାରୀଙ୍କୁ । ତଥାବି ଲୋକଲଜ୍ୟା ଟିକକ ନାହିଁ ବୋଲି ସଭିଏ କୁହନ୍ତି । ମୁଖାଧାରୀ ଅସଲ ରୂପ ଏବେ ସଭିଙ୍କ ଆଗରେ ଖୋଲିବାରେ ଲାଗିଛି । ନିଜ ଘୋଟାଲାର ଏବେ ପର୍ଦ୍ଦାଫାଶ ହୋଇ ଶୁଣିବାକୁ ମିଳେ କି କାଳେ ଏକ ତଦନ୍ତ ପକ୍ରିୟାକୁ ଭୟରେ ନିଜ ଘୋଟାଲା କାରନମାକୁ ଘଣ୍ଟ ଘୋଡାଇବାକୁ ଯାଇ ବିଭାଗର ଅନ୍ୟ କେତେ ଜଣକ ଉପରେ ଅଝଥାରେ ଦୋଷ ଲଦି ଦେବାର ଏକ ମସ୍ତ ବଡ଼ ଯୋଜନା ହୁଏ ବୋଲି ସାଧାରଣରେ ଆଲୋଚନା ଶୁଣିବାକୁ ମିଳେ । ଜାଣିବାକୁ ମିଳେ ଏକ ସମ୍ପୂର୍ଣ୍ଣ ବିବରଣୀ ବିନା ଅଭିଯୋଗର ଚିଠି ପ୍ରସ୍ତୁତ କରି ସିନେମା ହିରୋର ନାମଧାରୀ ନିକଟ ଅଧିକାରୀଙ୍କୁ ଜାଣତରେ ଚିଠିରୁ ବାଦ କରି ଅନ୍ୟ ଅଧିକାରୀଗଣଙ୍କୁ ଚିଠି ଅଭିଯୋଗ ସଂଚାର କରାଯାଏ ଗତ କେଇଟା ଦିନ ତଳେ । ହେଲେ ଏଯାଏ ବିଭାଗକୁ ଜଣା ନାହିଁ ଉକ୍ତ ସିନେମା ନାମଧାରୀ ବ୍ୟକ୍ତି କିଏ ? କିମ୍ବା ଚେଷ୍ଟାର ମଧ୍ୟ କାହାରି ନିକଟରେ ସୂଚନା ନାହିଁ । ଏଥିରୁ ସ୍ପଷ୍ଟ ଜଣା ପଡ଼େ କି ଯଦି ବିଭାଗ ପ୍ରତି ଯତ୍ନବାନ ଯଦି ଥାନ୍ତେ କିପରି ଉକ୍ତ ଅଭିଯୋଗ କରି ଥିବା ବ୍ୟକ୍ତି ବିଶେଷ ଖୋଜା ଯାଇ ସମସ୍ୟା ଏପରି କଣ ହେଲା ଯେ ନିକଟ ଅଫିସରକୁ ଜଣେଇବା ଉଚିତ ମୋନେ ନକରି ଦୂର ଦୁରନ୍ତାରେ ଥିବା ଅନ୍ୟ ଅଧିକାରୀଙ୍କୁ ଚିଠିରେ ହୁଏ ଅଭିଯୋଗ ।ତଥାବି ଲୋକେ ଜାଣିଲେ ପୁଣି କିଛି ନୂଆ ଯୋଜନା ଯାହା ଦ୍ଵାରା ପୁଣି ବିଭାଗ କଣ ହୁଏ କେବଳ ବଦନାମ । ଏପରି ଗତ ସପ୍ତାହରେ ସରି ଥିବା ଏକ ବିଶେଷ ଦିନ ତଥା ମହତ କାର୍ଯ୍ୟରେ ମଧ୍ୟ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ତୀବ୍ର ଅସନ୍ତୋଷର ବାତାବରଣ ଦେଖାଦେବାର ଶୁଣିବାକୁ ମିଳେ ।

Leave a Reply

Your email address will not be published. Required fields are marked *