ରାଜ୍ୟ

ବିଭାଗରେ ଏକୁଟିଆ ହୋଇ ଗଲେ ଘୋଟାଲା ଅଫିସର

ବଡ଼ବିଲ/ ଭୁବନେଶ୍ୱର : ପୁଣି ଏକ ଷଡ଼ଯନ୍ତ୍ର ପଣ୍ଡ ହୋଇଥିବା ଜାଣିବାକୁ ମିଳେ ସ୍ଥାନୀୟ ବହୁ ଚର୍ଚ୍ଚିତ ରାଜ୍ୟବ୍ୟାପୀ ଘୋଟାଲା ବିଭାଗର । ତେବେ ଘଟଣା କିଛି ଏପରି ନିଜର ବହୁ ଦିନ ଧରି ଚଳାଇ ଆସୁଥିବା ଅସାଧୁ ଘୋଟାଲାର କାରନାମା ବ୍ୟାପକ ହୋଇ ଲୋକଲୋଚନକୁ ଆସି ଖବରକୁ ବିଭିନ୍ନ କାରସାଦି କରି ଚପେଇବାକୁ ବାରମ୍ବାର ପ୍ରୟାସ ଜାରୀ ହୁଏ ଘୋଟାଲା ଅଫିସରଙ୍କର । ଏପରିକି ନିଜର ଅନୀତି କାର୍ଯ୍ୟ ଗୁଡ଼ିକ ସମୟ କ୍ରମେ ସାର୍ବଜନୀନ ହେବାର ଖବର ଜାଣି ଘୋଟାଲା ଅଫିସର ଏବଂ ରାଜଧାନୀ ଭତ୍ତା ଅଫିସର ଛାଟି ପିଟି ହେବାକୁ ଲାଗିପଡିଛନ୍ତି ହେଲେ ସୁଧୁରିବାର ନାମ ଧରୁନାହାନ୍ତି । ଗୋଟିଏ ପରେ ଗୋଟିଏ ସଡଯନ୍ତ୍ର ପଣ୍ଡ କରିବାରେ ମାହିର ଥିବାକୁ ଯେ ବୁଝିବାକୁ ପ୍ରସ୍ତୁତ ନଥିବାରୁ ଉଭୟ ସ୍ଥାନୀୟ ଘୋଟାଲା ଅଫିସର ଏବଂ ଭତ୍ତା ଅଫିସର ଆଜି ଲୋକ ହସା ହେବାକୁ ପଡୁଥିବାରୁ ମହିଳା କର୍ମଚାରୀ ଜଣକ ମଧ୍ୟ ନିବୃତ ହୋଇଲେଣି କେତେକ କାର୍ଯ୍ୟକଳାପ ଠାରୁ । ତେବେ ଘଟଣା କିଛି ଏପରି ଯେ ନିଜର ଦୁର୍ନୀତି ଦବଦବାକୁ ମଜବୁତ ରଖିବାକୁ ଯାଇ ଯେ କେହି ଯଦି ବାଧକ ସଜିବାକୁ ହୁଏ ପ୍ରାୟ ଦିନ ସଡଯନ୍ତ୍ର ଚାପର ଶୀକାର । ତେବେ ଘଟଣା କିଛି ଏପରି ବିଭାଗର ଦୁର୍ନୀତିର ବାଧକ ସଜିଥିବାଙ୍କୁ ଏକ ମଜବୁତ ଚାପ ପ୍ରୟୋଗ ନିମନ୍ତେ ଘୋଟାଲା ଅଫିସରଙ୍କ ଡାକରାରେ ସଡଯନ୍ତ୍ରର ଦସଖତ ଅଭିଯାନ ଆରମ୍ଭ ହେଉଣୁ ଉକ୍ତ ସଡଯନ୍ତ୍ର ଅଭିଯାନ ସ୍ବପ୍ନ ଦେଖୁଣୁ ଭାଙ୍ଗି ଚୂର୍ମାର ହୋଇ ଯାଇଥିବା ଘଟଣା ପ୍ରଘଟ ହୋଇଥିବାରୁ ଅଞ୍ଚଳ ବାସୀ ଛି ଛାକରା କଲେଣି ଯେ ଏତେ ବଡ଼ ହୋଇଗଲେଣି ତଥାବି ଅଲାଜୁକ ଘୋଟାଲ ଅଫିସର ଏବଂ ଭତ୍ତା ଅଫିସରଙ୍କୁ ଟିକିଏ ଲଜ୍ୟା ସରମ ବୋଲି କିଛି ନାହିଁ । ତେବେ ଭୁଲି ଯାଓନି ଯେ ଘୋଟାଲା ଅଫିସର ଓ ଭତ୍ତା ଅଫିସର ଏବଂ ସହଯୋଗୀ ଦୁର୍ନୀତି ଅଫିସରଙ୍କୁ ଅଞ୍ଚଳ ବାସୀ ଭୟ କରିବେ ନା ଅଞ୍ଚଳ ବାସୀଙ୍କୁ ଭୟ କରିବେ ଦୁର୍ନୀତି ଗ୍ରସ୍ଥ ତଥା ରାଜ୍ୟ ସରକାରଙ୍କ ଆଇନ ବ୍ୟବସ୍ଥାକୁ ଯାହାର ବିଚାର କରିବେ ରାଜଧାନୀର ମୁଖ୍ୟ ଦାୟିତ୍ୱରେ ବିରାଜମାନ ମହଦୋୟ ଅଧିକାର ଜଣକ ।

Leave a Reply

Your email address will not be published. Required fields are marked *