ରାଜ୍ୟ

କାହିଁକି କଲ ବଲ ହୁଅନ୍ତି ଆସିବାକୁ ଘୋଟାଲା ବିଭାଗକୁ ଭତ୍ତା ଅଫିସର ?

ଚମ୍ପୁଆ/ ଯାଜପୁର ରୋଡ – ନିଜର ବହୁ ଦୀର୍ଘ ବର୍ଷର ଦୁର୍ନୀତି ଗ୍ରସ୍ଥ କାରନାମା ନିମନ୍ତେ ଆଜି ବିକଳ ହୁଅନ୍ତି ନଆସିପାରିବାରୁ ରାଜଧାନୀର ମାସିକ ଭତ୍ତା ଅଫିସର ସ୍ଥାନୀୟ ଘୋଟାଲା ଭିବାଗକୁ ଆସିବା ନିମନ୍ତେ। ହେଲେ କରିବେ କଣ ନିଜର ଚାକିରୀ ଆରମ୍ଭ କାଳର କୁକାର୍ଯ୍ୟ ତଥା ଅଗଣିତ ଘୋଟାଲା କେମିତି ସାହସ ଦେବ ଯେ ପୂର୍ବ ପରି ଆଉ ଆସି ଗେଷ୍ଟ ହାଉସରେ ୪/୫ ଦିନ ରହି ଅଫିସର ପଣିଆ ଦେଖାଇ ଘୋଟଲା ବିଭାଗରୁ ନିଜର ମାସିକିଆ ବଡ଼ ଅଂଶ ଧରି ପୁଣି ରାଜଧାନୀ ଫେରିବା ଏବେ ଏତେ କଣ ସହଜ ହେବତ ? ତେବେ ନିକଟ ଜିଲ୍ଲାର ବିଭାଗରୁ ସୂଚନା ଆସେ କି ମାସିକିଆ ଭତ୍ତା ଅଫିସର ଆସିବା ବିଷୟ ,ହେଲେ ସ୍ଥାନୀୟ ଅଞ୍ଚଳରେ ଖବର ପରେ ଖବରର ପ୍ରଭାବ ଯେ ଗରିବଙ୍କ ଯେ ଦାନା ମୁହଁରୁ ଛଡାଉଛନ୍ତି ଏଭଳି ଘୋଟାଲାକରୀଙ୍କୁ ତାକୁ କିଏବା ବରଦାସ୍ଥ କରିବ ବୋଲି ଯୁବକ ସଂଘର ମୁଖ୍ୟଙ୍କ ବାର୍ତା ଆସେ ? ରାଜ୍ୟ ସରକାର ମଧ୍ୟ ଉକ୍ତ ରାଜଧାନୀର ଦୁର୍ନୀତି ଗ୍ରସ୍ଥ ଭତ୍ତା ଅଫିସଙ୍କୁ ସାହାଯ୍ୟ ଯୋଗାଇବେ ନାହିଁ ବୋଲି କୁହାନ୍ତି ନିକଟ ଯୁବକ ସଂଘର ମୁଖ ଏବଂ ଅନ୍ୟମାନଙ୍କ ବିଶ୍ୱାସ । ରାଜ୍ୟ ସରକାର ମଧ୍ୟ ସର୍ବଦା ରାଜ୍ୟ ପ୍ରଗତି କ୍ଷତ୍ରରେ କାର୍ଯ୍ୟ କରି ଚାଲିଥିବା ବେଳେ ଯେ ବାଧକ ସାଜିବ କିମ୍ବା ଦୁର୍ନୀତିକୁ ଗ୍ରହଣ କରି ପ୍ରଷୟ ଦେବ ସେ ଦଣ୍ଡ ଭୋଗିବା ଥୟ।ଏହି ପରିପକ୍ଷରେ ଚକିତ ହୁଅନ୍ତି ବୁଦ୍ଧିଜିଵୀ ମହଲରେ କିପରି ପୂର୍ବ ପରି ଘୋଟାଲା କରିବାଟା ଦୂର କଥା ସ୍ଥାନୀୟ ବିଭାଗକୁ ଆସି ନିଜର ମାସିକିଆ ଅଂଶ ଧରି ଯିବା ଚିନ୍ତା ଯେ କିପରି କରନ୍ତି ଭତ୍ତା ବାବୁ ? ତେବେ ଦେଖାଯାଉ ଅଞ୍ଚଳକୁ କିପରି ଲୁଚି ଛପି ଆସୁଛନ୍ତି ରାଜଧାନୀର ଭତ୍ତା ବାବୁ ବୋଲି ଯୁବଗୋଷ୍ଠୀଙ୍କ ମଧ୍ୟେ ହୁଏ ଏକ ବଡ଼ ମେଳି ବୋଲି ଶୁଣିବାକୁ ମିଳେ । ତେବେ ଏତେ ସବୁ ଜାଣିବା ପରେ ମଧ୍ୟ କିପରି ବିଭାଗୀୟ ମୁଖ୍ୟ ଶ୍ରୀମାନ ମହୋଦୟ କିପରି ଅନୁମତି ଦେଇ ପାରନ୍ତି ବୋଲି ଏନେକଙ୍କ ପ୍ରଶ୍ନ ।

Leave a Reply

Your email address will not be published. Required fields are marked *