ରାଜ୍ୟ

ଭତ୍ତା ବାବୁ ନିଜ ନାମରେ ଘୋଟାଲା କରି ବିଭାଗ କୁ ଆସିବାକୁ ଚିଠିର ସାହାଯ୍ୟ କରନ୍ତି ପୂର୍ବତନ ସ୍ଥାନୀୟ ବିଭାଗର ଅଫିସର

ଭୁବନେଶ୍ୱର : ସବୁ ଘୋଟାଲା ଫସର ଫଟିଲା ତଥାବି ବେହିଅଙ୍କ ପରି ନିର୍ଲଜ ମୁଖା ପିନ୍ଧି ବସିଛନ୍ତି ରାଜଧାନୀରେ କେତକ ଯେ ଅଞ୍ଚଳର ସମ୍ପତିକୁ ହରି ଲୁଟ କରିବାକୁ ହୁଏ ଉଦ୍ୟମ । ତେବେ ଘୋଟାଲା ବିଭାଗକୁ ଆସିବାକୁ ଛଟ ପଟ ହେଉଥିବା ବହୁ ମାମଲାରେ ଛନ୍ଦି ହୋଇ ବୁଡି ରହିଥିବା ବିକଳ ଭତ୍ତା ଅଫିସର ଲାଗି ପଡ଼ିକି ତଥା ଗୁହାରୀ କରି ମନଉଛନ୍ତି ପୂର୍ବତନ ସ୍ଥାନୀୟ ବିଭାଗୀୟ ଅଫିସର ଥିବାଙ୍କୁ । ହେଲେ ପୂର୍ବତନ ଅଫିସରଙ୍କ କଣ ଜ୍ଞାନ ଶୂନ୍ୟ ଯେ କିଏ କେଉଁ ପ୍ରକାରର କିଏ ଆସିଲେ ମଙ୍ଗଳ କିମ୍ବା ପ୍ରଗତି ହେବା ଅଞ୍ଚଳ ତଥା ବିଭାଗର ଏତିକି କଣ ସାଧାରଣ ବୁଦ୍ଧି ଟିକକ କମ ଅଛିକି ? ଏ ଏଭଳିକି ଗତ କିଛି ବର୍ଷ ତଳେ ଏହି ଦୂର୍ଗୁଣ ଭତ୍ତା ଅଫିସର ଯେ କି ଜୁନିଅର ଭତ୍ତା ମାଡ଼ମଙ୍କ କଥାରେ ପଡି ନିଜ ବିଭାଗର ସଚ୍ଚୋଟ ମହିଳା କର୍ମଚାରୀଙ୍କୁ ଟାର୍ଗେଟ ରଖି ପ୍ରାୟ ୪ ମାସରୁ ଉର୍ଦ୍ଧ୍ବ ଅନ୍ୟତ୍ର ପଠାଇ ହନ୍ତସନ୍ତ କରିବାକୁ ମଧ୍ୟ ପଛାଇ ନଥିଲେ । ଏଭଳି ଭତ୍ତା ଅଫିସରଙ୍କୁ ଜାଣି ଶୁଣି ମଧ୍ୟ ସ୍ଥାନୀୟ ଅଞ୍ଚଳର ପୁର୍ବତନ ଅଫିସର କିପରି,ଅନେକ ପ୍ରକାରର ଘଟଣାରେ ସାମିଲ ଥିବା ଭତ୍ତା ଅଫିସରକୁ କେଉଁ ଆଧାରରେ ନିର୍ଦ୍ଦେଶ କରନ୍ତି ଆସିବାକୁ ଘୋଟାଲା ବିଭାଗକୁ ? ବିଭାଗଟି ଖୋଳ ହୋଇଗଲେ କଣ ପୂର୍ବତନ ସ୍ଥାନୀୟ ଅଫିସର ଦାୟୀ ହେବେ କି ? ଯେପରି ଆଉ ଜଣେ ସ୍ଥାନୀୟ ପୂର୍ବତନ ଅଫିସର ଦୁର୍ନୀତି କରି ହାତ ଗୋଡ ଚାପି ଘରେ ବସିଛନ୍ତି।ତେବେ ଆଉ କଣ ସଚ୍ଚୋଟ ଅଫିସରଙ୍କ କଣ ଅଭାବ ଯେ ପୁଣି ଆସିବେ ଜଣେ କମିଶନ ଖିଆ ମାସିକିଆ ଭତ୍ତା ଅଫିସର ? ଘଟଣା ଏବେ ତୀବ୍ର ଅସନ୍ତୋଷ ସୃଷ୍ଟିର କାରଣ ଅଞ୍ଚଳର ପୁରୁଣା ଅଫିସର ଯେ ପୂର୍ବରୁ ଦୁଇଟି ମଣ୍ଡଳରେ ଏପଟ ସେପଟ ହୋଇ ଅଞ୍ଚଳ ଚଡ଼ିବାକୁ ଇଛା କରୁନଥିଲା । ରସ ମୁହଁରୁ ସରିନି ବୋଧ ହୁଏ ନା କାହାର ଚାପ ? ପୂର୍ବତନ ଅଫିସର ଜଣକଙ୍କର ତଳସ୍ଥ କର୍ମଚାରୀ ହୋଇ ଆସି ପାହ୍ୟା ପରେ ପାହ୍ୟା ପାଇ ଏହି ଦୁଇ ଗୋଟି ମଣ୍ଡଳରେ ୪ ଥର ଅଦଳ ବଦଳ ହୋଇ ଖାଲି ଘୁରି ବୁଲିଲେ ହେଲେବି ଉକ୍ତ ଅଞ୍ଚଳ ଛାଡିବାକୁ ନାରାଜ ଥିଲେ । ଶେଷରେ କରିବେ କଣ ପୁଣି ପାହ୍ୟା ପାଇ ଅଞ୍ଚଳ ବଧ୍ୟାରେ ଛାଡ଼ିଲେ । ସେଥିରେ ପୁଣି ପୂର୍ବତନ ଅଫିସରଙ୍କ ଗେଷ୍ଟ ହାଉସରେ ରହଣି ଅଧା ଦିନ ସାରିଥିବାର ନଜିର ରହିଛି । ଏଠି ତେବେ ତଳୁ ଆରମ୍ଭ କରି ଉପରେ ଉପରେ ଗୋଟିଏ ପରେ ଗୋଟିଏ ସ୍ଥାନୀୟ ଘୋଟାଲା ଅଫିସର , ରାଜଧାନୀର ଭତ୍ତା ଅଫିସର ଏବେ ପୁଣି ନିଜର ପୁରୁଣା ଦିନର ଖାତା ଖୋଲିଲେ ସ୍ଥାନୀୟ ପୂର୍ବତନ ଅଫିସର ଯେ ପୂର୍ବରୁ ଦୁଇ ମଣ୍ଡଳରେ କ୍ଷମତା ବଳରେ ଆଶା ଠାରୁ ଢେର ଉପାର୍ଜନ କରି ଏବେ ରାଜଧାନୀରେ ବସି କାହାର ପାଇଁ ଏ ଅଧର୍ମର ପଥରେ ପୁଣି ପାଦ ଥାପିବାର ସ୍ୱରୂପ ଗତ କିଛି ମାସ ତଳେ ସମ୍ମୁଖୀନ ହେବା ସ୍ଵତ୍ୟେ ପୁଣି ପୁରୁଣା ଗୁଣ ଆରମ୍ଭ କରିବାକୁ ଯାଇ ଗୋଡ଼ ଉଠାଇଲେନି ଯଦି କିଛି କରିବାର ଇଛା ଶକ୍ତି ଅଛି ତେବେ ରାଜ୍ୟର ଅଗଣିତ ଗରିବଙ୍କ ହିତରେ କାର୍ଯ୍ୟ କଲେ ସଭିଙ୍କର ମଙ୍ଗଳ ହେବା ବୋଲି ବୁଦ୍ଧିଯିବି ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *