ରାଜ୍ୟ

ଜୁନିଅର ଭତ୍ତା ମାଡ଼ମଙ୍କୁ ନିର୍ଦ୍ଦେଶ , ଷଡଯନ୍ତ୍ରର ଭୟ ଦେଖାଅ ଘୋଟାଲା ଚପାଅ?

ଚମ୍ପୁଆ : ପରିସମାପ୍ତରେ ଘୋଟାଲାର ରୂପ ରେଖା କିଛି ଭିନ୍ନ ଆକାର ପ୍ରୟାସ କରି ଖବର ବ୍ୟାପକ ନହେବା ନିମନ୍ତେ ବାରମ୍ବାର ଚାପ ପକାଯାଉଥିବା ଘୋଟାଲା ଟିମ ବେଳେ ସମସ୍ତ ଦିଗରୁ ଫେଲ ମାରିବା ପରେ ଏବେ ପୁଣି ଆଉ ଏକ ପ୍ରକାର ସଡଯନ୍ତ୍ରର ଆୟଯୋନ ରଚିବାର ଆଲୋଚନା ହେଉଥିବାର ଶୁଣିବାକୁ ମିଳେ। କିନ୍ତୁ ଏହା କେତେ ଦୂର ମିଥ୍ୟା କି ସତ୍ୟତା ତାହାର ଏଯାଏ କୌଣସି ପକା ଖବର ଆଗାମୀ ଅଳ୍ପ ଦିନରେ ମିଳିବା ଥୟ। ହେଲେ ଘଟଣା କିଛି ଏପରି ଯେ ସ୍ଥାନୀୟ ବିଭାଗର ମୁଖ୍ୟ ଘୋଟାଲା ଅଫିସର ଏବଂ ରାଜଧାନୀର ମାସିକିଆ ଭତ୍ତା ଅଫିସର ସହ ଭିତିରିଆ ଅଧିକାରୀଙ୍କର ଖେଳକୁ ଗୋଟିଏ ପରେ ଗୋଟିଏକୁ ଫେଲ କରି ,ଘୋଟାଲା ଘଟଣା ସବୁକୁ ବ୍ୟାପକ ହୋଇ ରାଜ୍ୟବ୍ୟାପୀ ଭୟରେ ଛାନୀୟା ଟିମଗଣ । ହେଲେ ସୂତ୍ର ଅନୁଯାୟୀ ମହିଳା କର୍ମଚାରୀ ଜଣକ ସୁଧୁରିବାର ସରଳ ଉପାୟର ବାଟ ଆପଣାଉଥିବା ବେଳେ ଟିମ ଲିଡରଦୟର ମୁଖ୍ୟ ମହିଳା ଜଣକୁ ଚାପ ଦେଇ ନୂତନ ସଡଯନ୍ତ୍ର ପ୍ରୟଗ କରିବାକୁ ନିର୍ଦ୍ଦେଶ ଆସିଥିବା ଶୁଣିବାକୁ ମିଳେ ନଚେତ୍ ବଦଳି ଭୟ ଦେଖା ଯାଏ କିନ୍ତୁ ଏଠି ପୁଣି ପ୍ରଶ୍ନ ଆସେ ଏକାଧିକ କର୍ମଚାରୀ ନିକଟରେ ଥିବା ସତ୍ତ୍ବେ ସ୍ଵତନ୍ତ୍ର ମହିଳା କର୍ମଚାରୀକୁ ବ୍ୟବହାର କରିବା କାହିଁକି ହୁଏ ଚାପ ? କେଉଁ ଠାରେ ରହିଛି ଦୁର୍ବଳତା ଯାହା ଏବେ ଆଉ ଏକ ସନ୍ଧେହ ଉପୁଯେ । ତେବେ କୌଣସି ଉପାୟ ଜୁଟିନଥିବା ବେଳେ ଚାପଗ୍ରସ୍ଥ ରହି କଣ କରିବେ ମହିଳା କର୍ମଚାରୀ ଜଣକ ସ୍ଥିର ରହିଥିବା ଏକ ପ୍ରକାର । କିନ୍ତୁ ଭିତିରିଆ ଉକ୍ତ ଘଟଣାର ସତ୍ୟତା ଆଗାମୀ ଦିନରେ ପଦାକୁ ଆସିବା ଥୟ। ହେଲେ ଘୋଟାଲା ଟିମର ଆଜି ଯାଏ ସମସ୍ତ ସଡଯନ୍ତ୍ରକୁ ପଣ୍ଡ କରି ଅସଲ ମୁଖା ଗୋଟିଏ ପରେ ଗୋଟିଏ ଖୋଲିବ ସମ୍ଭବ ହୋଇଛି । ଏପରି କି ଆଗାମୀ ଦିନରେ ମଧ୍ୟ ହେବା ଥୟ।

Leave a Reply

Your email address will not be published. Required fields are marked *