ରାଜ୍ୟ

ଘୋଟାଲା କର୍ମ କରି ବଦନାମ ଅଫିସର,ଲୋକ ନିନ୍ଦା ହେତୁ ଅଫିସ ରୁମରୁ ବାହାରୁନାହାନ୍ତି

ଚମ୍ପୁଆ : ଘୋଟାଲା କରି ଏବେ ମୁହଁ ଦେଖାଇବାରେ ଲଜ୍ୟା ଘାରିଛି ଘୋଟାଲା ଅଫିସରଙ୍କୁ। ଗତ କିଛି ବର୍ଷର ଘୋଟାଲାର ପରିଣାମ ଏବେ ଖବର ବ୍ୟାପକ ହୁଏ, ଯାହାର ପରିଣାମ ଘୋଟାଲା ଟିମ ଭୋଗିବା ସହ ଭିତିରିଆ ଖେଳ କରୁଥିବା ଅଫିସରଙ୍କ ମଧ୍ୟରେ ଛନକା ସୃଷ୍ଟି କରି ରାତି ଦିନ ଭୟ ଘାରିଛି ଯେ ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ହୁଏ ତେବେ ସବୁ ଘୋଟାଲାର ପରିଣାମ ଭୋଗିବା ଥୟ। ତେବେ ଗତ କିଛି ଦିନ ମଧ୍ୟରେ ଅନେକ କାରନାମାର ଖୁଲାସା ସାର୍ବଜନୀନ ହୋଇ ଲୋକ ଲଜ୍ୟାରେ ନିଜ କର୍ମର ଫଳ ହେତୁ ଘଟାଲା ବୋଲି ଅଫିସର ଆଉ ନିଜ ଅଫିସ ରୁମରୁ ବାହାରିବା କମିଗଲାଣି ଯାହା ବିଭାଗକୁ ଦୈନଦିନ ଆସୁଥିବା ଲୋକେ କଥା ହୁଅନ୍ତି ବୋଲି ଜାଣିବାକୁ ମିଳେ । ଏମିତିକି ସେହି ବାହାର କର୍ମଚାରୀ ଗହଣରେ କଥା ପଡ଼େ ପରସ୍ପର ମଧ୍ୟରେ ଯେ କଳାକାରନାମାର ପରିଣାମ ଭୋଗୁ ଛନ୍ତି ଘୋଟାଲା ଅଫିସର ଜଣକ ନିଜ ଅଫିସ ରୁମରେ ବସି,ପଦାକୁ ଆସିବା ହେଲେ ଲୋକ ଲଜ୍ୟା ଖାଇ ଯିବା ତେଣୁ ଅଫିସର ଏବେ ବେସୀ ସମୟ ନିଜ ଅଫିସ ରୁମରେ ଭିତରେ । ତେବେ ଦେଖାଉ ଅଫିସର ଜଣକ ସବୁ ଭୁଲି ନିଜ କାର୍ଯ୍ୟକଳାପରେ ସୁଧାର ଆଣିଲେ ଲୋକ ଲଜ୍ୟା କମିବ ବୋଲି ବୁଦ୍ଧିଯିବି ମହଲରେ ମତ ପ୍ରକାଶ ପାଏ ।

Leave a Reply

Your email address will not be published. Required fields are marked *