ରାଜ୍ୟ

ବୟସରେ ବି ଘୋଟାଲା ରାଜଧାନୀ ଭତ୍ତା ଅଫିସର, ଚଉଦ ବର୍ଷରେ ଏକାଦଶ ପାସ

ଚମ୍ପୁଆ : ଆରମ୍ଭ ହେଲା ତନା ଘନା ପୁଣି ରାଜଧାନୀର ପ୍ରମୁଖ ବିଭାଗର ମାସିକିଆ ଭତ୍ତା ଅଫିସରଙ୍କ ସେତେବେଳର ଏକାଦଶ ନିମନ୍ତେ ଶୋହଳ ବର୍ଷ ଉତିର୍ଣ୍ଣ ନିମନ୍ତେ ଆବଶ୍ୟକ ଥିବା ବେଳେ ଯାହା ଏବେ ଲୋକଲୋଚନକୁ ଆସେଯେ ଉକ୍ତ ଭତ୍ତା ଅଫିସର ଜଣକ କେଉଁ କାସର୍ଦୀ କରି ସେ ସମୟରେ ଚଉଦ ବର୍ଷରେ ୧୯୭୯ ମସିହାରେ ଏକାଦଶ(ମାଟ୍ରିକ) ଉଟିର୍ଣ୍ଣ ହାସଲ କରିବାରେ ସକ୍ଷମ ହୁଅନ୍ତି କିପରି ? ଏପରିକି ଶୁଣିବାକୁ ମିଳେ ଯେ କେବଳ ଜାଲି ଏକାଦଶ ବ୍ୟତୀତ ଏପରି ଅନେକ ମାମଲାରେ ଛନ୍ଦି ହୋଇ ଫସି ରହି ଆଉ କେତକ ମାମଲା ମଧ୍ୟ ପରିସରଭୁକ୍ତରେ ରହିଛି ଏହି ରାଜଧାନୀର ଅଫିସର ଜଣକର । ବିଶେଷ କରି ରାଜଧନୀରୁ ପ୍ରାୟ ପ୍ରତ୍ୟେକ ମାସରେ ନିଜସ୍ଵ ଖର୍ଚ୍ଚ ବିନା ଖଣି ଅଞ୍ଚଳକୁ ଆସି ଅଞ୍ଚଳର ନିକଟର ଏକ ପ୍ରମୁଖ ଜଣାଶୁଣା ସର୍ବପୁରାତନ କମ୍ପାନୀର ଗେଷ୍ଟ ହାଉସରେ ବିଳାସରେ ରହି ୪/୫ ଦିନ ରହି ନିକଟ ବିଭାଗରୁ କଣ ଧରି ହାତରେ ବାହାରନ୍ତି ପୁଣି ରାଜଧାନୀକୁ ଏବେ ସାର୍ବଜନୀନ ହୋଇ ସାରିଥିବା ବେଳେ ମଧ୍ୟ ରାଜଧାନୀର ବିଭାଗୀୟ ଜଣେ ଅଧିକାରୀ ଯେକି ପୂର୍ବରୁ ଏଠାରେ ବହୁ ବର୍ଷ ରହି ଅଞ୍ଚଳ ବିଷୟକୁ ଅତି ନିକଟରୁ ଦେଖିଛନ୍ତି ହେଲେ ଏବେ ରାଜଧାନୀର ପ୍ରମୁଖ ଦାୟିତ୍ୱରେ ଥିବା ଅଧିକାରୀ ସତ୍ତ୍ୱେ କିପରି ଗତ ଦୁଇ ଦିନ ତଳେ କିପରି ଉକ୍ତ ଭତ୍ତା ଅଫିସରଙ୍କୁ ଅଞ୍ଚଳକୁ ଆସିବାକୁ ନିଷ୍ପତି ଗ୍ରହଣ କରନ୍ତି ଯାହା ଏବେ ଏନେକଙ୍କୁ ଚକିତ କରିଛି ଯେ ଆଉ ଏ ଭିତରେ ପୁଣି କିପ୍ରକର ଭିତିରିଆ ସମ୍ପର୍କ ରହିଛି ? ତେବେ ଭତ୍ତା ବାବୁ ଜଣକ ନିଜର ଚାହିଦା ପୂରଣ କରିବା ଉଦ୍ଦେଶ୍ୟରେ ବହୁ କାରନାମା କରି ଗୁଡ଼ାଏ ମାମଲାରେ ଛନ୍ଦି ହୋଇ ସଭିଏ ଛି ଛାକରା କରୁଥିବା ବେଳେ ବିଭାଗର ମାନ ମହତ ଏବେ ଉଚ୍ଚ ଅଧିକାରୀଙ୍କ ଜିମାରେ ବୋଲି ବୁଦ୍ଧିଯିବି ଗହଣରେ ଆଲୋଚନା ହୁଏ ।

Leave a Reply

Your email address will not be published. Required fields are marked *