ରାଜ୍ୟ

କାଳିଆ ଭାଲୁ ଘରେ ସନ୍ଧ୍ୟା ହେଲେ ହାଫ ପୋଷାକରେ କିଏ ?

ବଡ଼ବିଲ : ଲାଜ ସରମ ବୋଲି ଟିକିଏ ନାହିଁ । ସବୁ ପୋଡ଼ି ଖାଇ ଗଲେ କାଳିଆ ଭାଲୁ ବାବୁ ଜଣକ ଓ ସାଥୀ ଟିମ । ଭକୁଆ ଭଳି ଅନ୍ୟ ବାବୁ ମାନେ ଅନେଇ ବସି ଥାଓ, ଆଉ ଉକ୍ତ ଟିମ ମାନେ ସବୁ ଧଂଶ କରି ବଦନାମ ଧରାଇ ଚାଲି ଯିବେ । ସଭିଏ ହେଲେଣି ଫୁସୁରୁ ଫାସୁରୁ ତଥାବି ଚାତକ ପରି ଚାହିଁ ବସି ଥାଓ। ଘଟଣା ଯାହା,ସଂନ୍ଧ୍ୟା ହେଲେ ମାତ୍ରେ କାଳିଆ ଭାଲୁ ବାବୁ ଘରେ କିଏ ଜଣେ ପସୁଛି ବୋଲି ସିକ୍ୟୁରୁଟୀ ଗହଣରେ ଟୁପୁରୁ ଟାପୁରୁ ହେଉଥିବାର ଶୁଣିବାକୁ ମିଳେ। ପ୍ରାୟ ଯେବେ ଆସିବାର ହୁଏ ହାପ ପୋଷାକରେ ଆସି କେଇ ଘଣ୍ଟା ରହି କାଳିଆ ଭାଲୁ ପାଖରୁ ଫେରୁଥିବାର କଲୋନୀରେ ଅନେକ ଦେଖିଲେଣି । ତଥାବି କିଛି ନଜାଣିଲା ପରି ବେଧଡକ ଭାବରେ ହୁଏ ବହୁ କାର୍ଯ୍ୟ । ସୂଚନା ମୁତାବକ ନିକଟ ଜିଲ୍ଲା ଏବଂ ବିଶ୍ଵସ୍ତଗାମୀଙ୍କ କହିବା କଥା ପୂର୍ବର ଅନେକ ଘଟଣା ଯାହା ଏବର ବହୁ କାରନାମା ସହ ତାଳ ମେଳ ରହୁ ଥିବାରୁ ସନ୍ଧେହ ପୁଣି ଘନୀଭୂତ ବେସ ହୁଏ । ତେବେ ଆଗାମୀ ଦିନରେ ପ୍ରସ୍ତୁତ ହୋଇ ରୁହ ଯେ ସବୁ କାରନାମା ବ୍ୟାପକ ହୋଇ ପଦାକୁ ଆସିବ ସ୍ଥାନୀୟ ଲୋକ ଉଚିତ୍ ଜବାବ ଦେବେ ବୋଲି ବିଶ୍ୱାସ ରଖିଥାଇ ଚଳୁ ଥାଓ ।

Leave a Reply

Your email address will not be published. Required fields are marked *