ରାଜ୍ୟ

ପୁଣି ଚକ୍ରାନ୍ତ ପ୍ରସ୍ତୁତ ଘୋଟାଲା ବିଭାଗକୁ ଆସିବାର, ରାଜ ଧାନୀର ଭତ୍ତା ଅଫିସର

ବଡ଼ବିଲ : ଘଟଣା ଘୋଟାଲାର ଯେବେ ବ୍ୟାପକ ହୁଏ ତଥାବି ଲୋଭ ସରୁନି ଘୋଟାଲା ଟିମଙ୍କର। ତିନି ଜଣିଆ ଟିମ୍ ମୁଖ୍ୟ ସହ ପ୍ରମୁଖ ସହଯୋଗୀ ତିନି ତଥା ଘୋଟାଲା ଟିମର ମହିଳା କର୍ମଚାରୀଙ୍କ କ୍ଷମତା ଅସୀମ । ତାହାରି ମଧ୍ୟରେ ହୁଏ ପୁଣି ଯୋଜନା ଘୋଟାଲା ବିଭାଗକୁ ଆସିବା ପାଇଁ ହେଲେ ବର୍ତ୍ତମାନ ଯାହା ଟ୍ରେଣ୍ଡ ( ଚଳନି)ଚାଲିଛି କହିହେବନି ଯେ ଜନତା ଜନାର୍ଦ୍ଦନଙ୍କ କ୍ଷମତା ଯୁଗେ ଯୁଗେ ସର୍ବଶ୍ରେଷ୍ଠ ରହିଆସିଛି । ଲୋକ ବଳ ଠାରୁ କିଛି ନାହିଁ , ସାଧାରଣ ଲୋକେ ଯାହା ଠିକ୍ ଭୁଲର ବିଚାର କରିବାର ସମ୍ପୂର୍ଣ୍ଣ କ୍ଷମତା ରହିଛି। ଖାଲି ଯେ ଘୋଟାଲା କରିଲେଯେ ଆଉ ପାର ପାଇଯିବ ତାହା ନୁହଁ ? ସବୁ ହଜମ କରି ପାରିଲେ ହେଲା,ଏବେ ସମୟ ଯେ ସବୁ ଓଗାଳିବା ଥୟ, କଥା ଯାଇ ଏବେ ସବୁ ମହଲରୁ ଆରମ୍ଭ କରି ରାଜଧାନୀ ଯାଏ ବ୍ୟାପୁଛି ତଥାବି ବେହିଆଙ୍କ ପରି ମୁହଁ ଦେଖାଇ ଚାଲି ଆସିବେ ପୁଣି କୁଆଡେ ଶୁଣିବାକୁ ମିଳେ ଘୋଟାଲା କରିବାକୁ ବିଭାଗକୁ ପୁଣି ହୁଏ ଚକ୍ରାନ୍ତ । କିନ୍ତୁ କହିବାଟା କଷ୍ଟ ,ଯାହା ଟ୍ରେଣ୍ଡ ଚାଲିଛି ଜନତା ଜନାର୍ଦ୍ଦନ କେବଳ ବାସିନ୍ଦା ନୁହଁ ଅଞ୍ଚଳ ତାଙ୍କରି ,ତେଣୁ ଅସାଧୁଙ୍କ ପ୍ରତି କିପ୍ରକାର ପଦକ୍ଷେପ କିମ୍ବା କାଳି ବଦଳରେ ରାସ୍ତା ଘାଟରେ କାଦୁଆ ପ୍ରବଳ ଭରି ରହି ଥିବାରୁ ହୁଏ ଯଦି ତାହାକୁ କେହି ଉପଯୋଗୀ କରି ଫୋପଡ଼ିବା ହୁଏ ତାହା କହି ହେବନାହିଁ । ହଉ ତେବେ ମାସିକିଆ ଭତ୍ତା ଅଫିସର ଯଦି ଆସିବା କଥା ତେବେ ସମୟ କହିବା କିନ୍ତୁ ଭୁଲି ନଜାନ୍ତୁ ଯେ ପୂର୍ବ ପରି ଯେବେ ଘୋଟାଲା ବିଭାଗରେ ନିଯୋଗ ରହି,ଯେଉଁ କାର୍ଷଦି କରି ଜରୁରୀ ଦସ୍ତାବିଜରେ ନିଜର ଏବେ ମଧ୍ୟ ପ୍ରମାଣିତ ସାକ୍ଷର ନଥିବା ବେଳେ ସପ୍ତାହକୁ ତିନି ଦିନ ଏଠି ବଡ଼ ଅଂଶ ଧରି ବାକି ଚାରି ଦିନ ସପ୍ତାହକୁ ରାଜଧାନୀରେ କାଟୁ ଥିଲେ ସେଭଳି ସମୟର ଅବସାଦ ଘଟିଛି । ଆଉ କେହି ଅଞ୍ଚଳବାସୀ ତଥା ଅଞ୍ଚଳର ବିଭାଗକୁ ଠକି କେହି ପାର ପାଇଯିବ ଭୁଲ ରେ ମଧ୍ୟ ଆଶା କରିବା ଆଉ ଏକ ବଡ଼ ଭୁଲ ,ଯାହାକୁ ସବୁ ବର୍ଗର ଲୋକେ ଉଚିତ୍ ଜବାବ ଦେବାର କ୍ଷମତା ରହିଛି ।

Leave a Reply

Your email address will not be published. Required fields are marked *