ରାଜ୍ୟ

ବଦଳି କରି ଆସିଥିବା ନିକଟ ଜିଲ୍ଲାରୁ, ଘୋଟାଲା ଅଫିସରଙ୍କ ପାଖ ଲୋକ ହେବାକୁ ଚେଷ୍ଟା

ଚମ୍ପୁଆ : ଅଞ୍ଚଳର ଘୋଟାଲା ବିଭାଗ ଏବେ ଜିଲ୍ଲା ତଥା ରାଜ୍ୟର ଏକ ଆକର୍ଷଣ କେନ୍ଦ୍ରସ୍ଥଳ ପାଲଟିଛି । ଯାହାକୁ ଦେଖ ସେ ଆକର୍ଷିତ ହୋଇ ପରିବାରକୁ ଛାଡି, ଅନ୍ୟ ଜିଲ୍ଲାର ବିଭାଗରୁ ବଦଳି କରି ହେଉ ଅବା ଅନ୍ୟ କିଛି ବ୍ୟବସ୍ଥା କରି ସ୍ଥାନୀୟ ଘୋଟାଲା ବିଭାଗକୁ ଆସିବାକୁ ବିକଳ । ହେଲେ ଘୋଟାଲା ବିଭାଗ ଭିତରେ ଭିତରେ କଣ ହୁଏ ଯାହାର ରହସ୍ୟ ଆଉ ରହସ୍ୟ ହୋଇ ରହିନାହିଁ ସ୍ଥାନୀୟ ଅଞ୍ଚଳରୁ ଆରମ୍ଭ କରି ରାଜଧାନୀ ଯାଏ। ଗତ ୨୪.୦୭ , ୦୪.୦୮ ଏବଂ ୨୨.୦୮ (ଘୋଟାଲା ଚପାଇବା ଦସ୍ତଖତ ଅଭିଯାନ) ରିଖର ଷଡ଼ଯନ୍ତ୍ର କଲ ଯେ ତାପରିବର୍ତ୍ୟ ନିଜେ ନିଜର ଘୋଟାଲାର ପେଡ଼ି ଖୋଲିବା ସବୁ ସାର୍ବଜନୀନ କରନ୍ତି କାଳିଆ ଭାଲୁ ଓ ଚିତା କଟା ରାଜଧାନୀର ଭତ୍ତା ଅଫିସର,ହେଲେ କ୍ଷତି କଣଟା ଯେ ହୋଇଗଲା ନା କଣଟା ବିଗିଡିଗଲା……? ଏଭଳି ଅଲାଜୁକଙ୍କୁ ଘୋଟାଲା ଅଫିସରଙ୍କୁ ପାଖରେ ପାଇ ଲୋକେ ଯେମିତି ବହୁତ ଗର୍ବିତରେ ଯେ ଆଉ ହିସାବର ସୀମା ନାହିଁ ବୋଲି ଟିମ ଭାବୁଚି ବସି । ଏପରିକି ନିଜ ବିଭାଗର ତଳସ୍ଥ କର୍ମଚାରୀ ଏବଂ ନିକଟ ବିଭାଗର ବହୁ ଛି ଛାକରା କଲେଣି ଯେ ସେ କଥା ବୁଝା ପଡୁନି ଟିମ କୁ । ତଥାବି ବିଭାଗର ଘୋଟାଲା ପ୍ରଚାର ଖୁବ୍ ବ୍ୟାପକ ରହିଥିବାରୁ ପ୍ରତିଯୋଗିତା ସରିବାର ନାମ ଧରୁନି,ଏଣୁ ଗତ ମାତ୍ର ୪ ଟା ମାସ ହେବ ଘୋଟାଲା ବିଭାଗକୁ ପୁଣି ଥରେ ଫେରି ଆସିଛନ୍ତି ବିଭାଗକୁ ଖୁବ୍ ନିକଟରୁ ୨ ବର୍ଷ ଧରି ଜାଣିଥିବା ଜଣେ ପ୍ରମୁଖ କର୍ମଚାରୀ । ହେଲେ ଦେଖିବାକୁ ଗଲେ ୪ ମାସ ମଧ୍ୟରେ ଉକ୍ତ କର୍ମଚାରୀ ଜଣକ ଠାରେ ବହୁ ପରିର୍ବତନ ଆସି କିପରି ଘୋଟାଲା ଅଫିସରଙ୍କ ନିକଟ ହୋଇ ସର୍ବେସର୍ବା ବାନିବାକୁ ଉଦ୍ୟମ କରୁଥିବାର ଆଲୋଚନା ଜୋର୍ ଧରିଛି । ତଥାବି କୌଣସି ଦିଗକୁ ଖାତିର ନରଖି ବେଧଡକ ଭାବରେ କାର୍ଯ୍ୟ ଚଳାନ୍ତି ଘୋଟାଲା ବିଭାଗର ପୂର୍ବତନ ପ୍ରମୁଖ କର୍ମଚାରୀ ଜଣକ ପୁଣି ବର୍ତ୍ତମାନ । ହେଲେ କଣ ପୂର୍ବବରୁ ନିଯୋଗ ଥିବା ଜଣିଏ ଏହାକୁ କଣ ବର୍ଦାସ୍ଥ କରିବେ ଯାହା ସମୟ ସାପକ୍ଷ ।

Leave a Reply

Your email address will not be published. Required fields are marked *