Uncategorized

ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି ଉପରେ ଓଡ଼ିଆରେ ” ମହେନ୍ଦ୍ରଗିରି” ଲେଖାଯାଉ:ଆଇସିପି


ଭୁବନେଶ୍ୱର ତା ୨-୯-୨୦୨୩ ରିଖ ଓଡ଼ିଶାର ମେହେନ୍ଦ୍ରଗିରି ପର୍ବତ ନାମରେ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଉପରେ ହିନ୍ଦୀ ଓ ଇଂରାଜୀରେ ନାମ ଲେଖାଯାଇଛି କିମ୍ୱା ଓଡ଼ିଆରେ ମହେନ୍ଦ୍ରଗିରି ବୋଲି ଲେଖାଯାଇ ନାହିଁ। ଯୁଦ୍ଧ ଜାହାଜ ଉପରେ ସବା ଉପରେ ମହେନ୍ଦ୍ରଗିରି ଏବଂ ତଳକୁ ହିନ୍ଦୀ ଓ ଇଂରାଜୀରେ ମହେନ୍ଦ୍ରଗିରି ଲେଖିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ( ଆଇ. ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି। ଏବଂ ମାନ୍ୟବର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *