ରାଜ୍ୟ

ଗଦେଇଗିରି ଇସ୍କକନ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ବାଲିକୁଦା : ଆଜି ପବିତ୍ର ଜନ୍ମାଷ୍ଟମୀ। ଏଥିପାଇଁ ପ୍ରାଚୀ ଉପତ୍ୟକା ର ମଠ ମନ୍ଦିର ସବୁ ଉତ୍ସବ ମୁଖର ହୋଇଉଠିଛି।ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କୁ ଦର୍ଶନ ଓ ପୂଜାଚର୍ନାକରିବାସହିତ ଫଳ ମୂଳ, ରାଶି ଲଡୁ ଭୋଗ ଲାଗି କରିଛନ୍ତି। ପ୍ରାତଃ ରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମଠ, ଆଶ୍ରମ ଗୁଡ଼ିକ ରେ ଭକ୍ତ ମାନଙ୍କ ଗହଳି ଲାଗିରହିଛି।


(ଜଗତସିଂହପୁର) ବାଲିକୁଦା ବ୍ଲକ ନାଗପୁର ପଂଚାୟତ ଗଦେଇଗିରି ଇସ୍କକନ ମଦିରରେ ଆଜି ମହାଆଡ଼ମ୍ବର ସହିତ ଜନ୍ମାଷ୍ଟମୀ ପାଳନ କରାଯାଇଛି l ହଜାର ହଜାର ସଦ୍ଧାଳୁଙ୍କ ଭିଡ଼ ଦେଖିବାସହିତ ନାମ ସଂକୀର୍ତନ ଦେଖିବା କୁ ମିଳିଛି l

Leave a Reply

Your email address will not be published. Required fields are marked *