ରାଜ୍ୟ

ଘୋଟାଲା ଟିମ ସାବଧାନ, ଆଉ କେତେ ଷଡ଼ଯନ୍ତ୍ର ବାକି ଅଛି

ଯୋଡ଼ା : କିଳା ସବୁ ଭୁଲି ଗଲ ବୋଧେ ? କଳାପାହାଡ଼ – ଘୋଟାଲା ଟିମ ସାବଧାନ ହୋଇ ଯାଓ। ଆଉ କେତେ ଷଡ଼ଯନ୍ତ୍ର କରିବାକୁ ବାକି ଅଛି? ଯାହାତ ଯେତକ କଲ କିଳା ସବୁ ଖୋଦ୍ ନେଲ , ଭୁଲି ଗଲ କି ନିଜ କିଳା ସବୁ ନିଜେ ନେଲ ବୋଲି ? ସ୍ଥାନୀୟ ଅଞ୍ଚଳର ବିଭାଗଟା ତୁମ ବୋପା ସମ୍ପତି ନୁହ ଯେ ଲୁଟି ଖାଉଚ ବୋଲି ଏବେ ସାଧାରଣ ଲୋକେଙ୍କ ଆକ୍ରୋଶର ସମ୍ମୁଖୀନ ଶକ୍ତି ଅଛିତ ତୁମ ମାସିକିଆ ଭତ୍ତା ବାବୁ ଏବଂ ଦୋଛଡା କାଳିଆ ଭାଲୁ ନିକଟରେ ଯେ ତୁମେ ମୁଣ୍ଡି ସାଜିଛ ଘୋଟାଲା ଟିମ । ଭୁଲି ଗଲଣି ବୋଧ ହୁଏ ଜିଲ୍ଲାରେ କଣ କଣ ଘଟେଇ ଥିଲ ? ଗୋଣ୍ଡୋଗୋଳ ସହ ଦାମୀ କାରକୁ ଭାଙ୍ଗି ଚୂର୍ ମାର ନିଜ କୁକର୍ମର ପରିଣାମ କେବଳ ଆଉ କେନ୍ଦୁଝର ପାର୍ଟର ଲିଙ୍କ ଖୋଲିବ ଯେ ବ୍ୟସ୍ଥ କଣ ପାଇଁ ? ଆରେ ଏ ଅଞ୍ଚଳର ଲୋକ ସରଳ,ତୁମ ପରି କପଟୀ ନୁହ ବୋଲି ତୁମେ ଆଜି ଯାଏ ଅଛ ନଚେତ୍ ସମୟ ଆସିଲେ ଜାଣିବ କଣ ଯେ ତୁମର ହେବ ବୋଲି ବୁଦ୍ଧି ଯୀବି ମହଲରେ ଆଲୋଚନା ହୁଏ । ଗୋଟେ କଥା ମନ ରଖି ରୁହ ପୁଲିସ କେବେ ଚୋରକୁ ଡରେନା,ଚୋରର ସବୁ ବେଳେ ଭୟ ପୁଲିସକୁ । ଘୋଟାଲା କରି ବିଭାଗକୁ ଆସିଥିବା ନୂତନ କର୍ମଚାରୀ କେବେ ରାଜଧାନୀ ଆସିବ ପୋରା ଷଡ଼ଯନ୍ତ୍ର ନିମନ୍ତେ ଯଥା ସମ୍ଭବ ଆସ ଅଞ୍ଚଳର ବୁଦ୍ଧିଯୀବୀ ମଧ୍ୟ ରାଜଧାନୀ ଠିକଣା ମଧ୍ୟ ମାଲୂମ ବୋଲି ଭୁଲି ଯାଓନି ଏବଂ ନୂତନ କରି ଆସିଥିବା ଚାରି ମାସିଆ ଟେମ୍ପରୀୟା କର୍ମଚାରୀଙ୍କୁ ସତର୍କବାଣୀ ଶୁଣାଇ ଦିଅନ୍ତି ଅଞ୍ଚବାସୀ। ଗତ ଦୁଇ ଦିନ ଧରି ପରା ନିର୍ଲଜ ଘୋଟାଲା ଟିମ କୁଠାକର କାମ ଧନ୍ଦା ଛାଡି ରୁଦ୍ଧ ଘରେ ଘଣ୍ଟା ଘଣ୍ଟା ବୈଠକ କରିଲ ପରା ,ଘୋଟାଲା ଟିମ ତୁମ ଗୋହି ଖୋଳିଲେ ସରିବ ଯେ ? ଖବର ବ୍ୟାପକ ଉପରେ ଚାପ ପାଇଁ ପୁଣି ଷଡ଼ଯନ୍ତ୍ର ଆରମ୍ଭ କରୁଛ ? ପୁରୁଣା କିଳା ଭୁଲିଗଲ କି ଲୋକେ ପଚାରନ୍ତି । ଶୁଣ କାନ ଖୋଲି ମୁଣ୍ଡି ଭାବି ୟାକୁ ତାକୁ ଉପର ମୁଣ୍ଡିକୁ ଯାଇ ପାଖରେ କହିଲ,ଲାଭ କଣ ହେଲା ? ୨୦ ହଜାର ଖର୍ଚ୍ଚ କଲଯେ ପାଣିରେ ପଡ଼ିଲା ଆଉ ଖବର ବ୍ୟାପକ ନହେବା ପାଇଁ ରାଜଧନୀରେ ଗୋଡ଼ ହାତ ଧରି ପୁଣି ଖର୍ଚ୍ଚ କଲ,କଣ ହେଲା ? ତାପରେ ପୁଣି ଷଡ଼ଯନ୍ତ୍ର ଦାସଖତ ଅଭିଯାନ ଫେଲ ମାରିଲା ଯେ କୁଆଡେ ନିଜ ବିଭାଗର ଅନେକ ସଚ୍ଚୋଟ ମୋନା କରିବାରୁ ତୁମ ଅଫିସର ପଣିଆ ଆଉ ରହିଲାତ? ଏଥର ରାଜ୍ୟ ସରକାର ତୁମ ଘୋଟାଲା ତଥା କଳା କାରନାମା ବିଚାର କରିବା ଥୟ।

Leave a Reply

Your email address will not be published. Required fields are marked *