ରାଜ୍ୟ

ପୁରୁଣା କମ୍ପାନୀର ଚିପା ଜିନ୍ସରେ ଖବ୍ରୀ କର୍ମଚାରୀ ମୁଣ୍ଡି ?

ଯୋଡ଼ା : ଅଞ୍ଚଳର ଏକ ସର୍ବବୃହତମ କମ୍ପାନୀର କାର୍ଯ୍ୟକଳାପ ଅଞ୍ଚଳ ପାଇଁ ସାଜିଛି ଅଭୁତ କାର୍ଯ୍ୟକଳାପ । ଯାହାର କୌଣସି ମାଲିକାନାର ଠିକଣା ନଥିବାରୁ କମ୍ପାନୀର ପ୍ରମୁଖ କେତକ ଅସାଧୁ ଅଧିକାରୀ ତଥା କର୍ମଚାରୀ ମୁଣ୍ଡି ସାଜିଛନ୍ତି। ସେଭିତରୁ କମ୍ପାନୀରେ ନିଜକୁ ମୁଣ୍ଡି ମୋନେ କରି ଜଣିଏ କର୍ମଚାରୀ ଚିପା ଜିନ୍ସ ପୋଷାକରେ ଜଣକ ଯିଏକି ବିଶେଷ ଖବ୍ରୀ ପାଲଟି ବସିଛି ପୁରୁଣା କମ୍ପାନୀର । ଯିଏ କି ଆଉ ଇନ୍ଦ୍ର କି ଚନ୍ଦ୍ର ବୋଲି କାହାକୁ ଖାତିର ମଧ୍ୟ ନାହିଁ ।ଏପରିକି ବଡ଼ ସାନ କିମ୍ବା ନିଜ ଉପର କେତେକଙ୍କୁ ବାରମ୍ବାର ବେଖାତିର ହେତୁ ଅନେକ ଅସନ୍ତୁଷ୍ଠ । ତେବେ ସୂଚନା ଯୋଗ୍ୟ ଲାଠି ଧାରେଇବା ପ୍ରତିବଦଳରେ କମ୍ପାନୀ ତଥା ଅଧିକାରୀଙ୍କ ସୁଜଗକୁ ଅପବ୍ୟବହାର କରି ଚିପା ଜିନ୍ସ ନାମରେ ବହୁ ଅଭିଯୋଗ ବ୍ୟାପକ ହେଉଥିବା ବେଳେ ନିଜର ଉପରସ୍ଥ ଅଧିକାରୀ ମହାନ୍ତ ବାବୁ ମଧ୍ୟ ବିଚାରକୁ ନେଇ ଯଥା ଶୀଘ୍ର ପୁନର୍ବାର ଚିପା ଜିନ୍ସକୁ ଲାଠି ଧରାଇ ବସାଇବାକୁ ପଡ଼ିବ ବୋଲି ଏକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ମିଳେ। ତେବେ ପୂର୍ବ ଇତିହାସ ଯାହା କୁହେ କମ୍ପାନୀର ପୂର୍ବ ଖାବ୍ରି ଜାଣିଏ ସିଂ ବାବୁ ବୋଲି ଭଦ୍ର ଲୋକ ଥିବା ସହ କମ୍ପାନୀର କାର୍ଯ୍ୟ ସୁଚାରୁ ରୂପେ ତୁଲାଇବା ସହ କମ୍ପାନୀର ମର୍ଯ୍ୟାଦା ପ୍ରତି ସର୍ବଦା ଧ୍ୟାନ ରଖନ୍ତି।ଏପରି ସହରବାସୀଙ୍କ ସୁଖ ଦୁଃଖ ପ୍ରତି ଖୁବ୍ ଯତ୍ନବାନ ହୋଇ ଗତ କିଛି ବର୍ଷ ତଳେ ଅବସର ନେଇଥିବାର ଜାଣିବାକୁ ମିଳେ। କିନ୍ତୁ ଏଠି ଏକ ପ୍ରଶ୍ନ କି ଅଞ୍ଚଳରେ ଥିବା ଏକାଧିକ କମ୍ପାନୀ ମଧ୍ୟରୁ ଉକ୍ତ କମ୍ପାନୀର ଏପରି କି ଆବଶ୍ୟକ ପଡ଼େଯେ ଖବ୍ରିର ନିଯୋଗ ଆବଶ୍ୟକତା ପଡ଼େ ନା ନିଜର କୌଣସି ଘୋଟାଲା ଦିଗହରା ନିମନ୍ତେ ଖବ୍ରିର ଆବଶ୍ୟକତା ପଡ଼େ ବୋଲି ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରି ଥିବାର ଜାଣିବାକୁ ମିଳେ।

Leave a Reply

Your email address will not be published. Required fields are marked *