ରାଜନୀତି

୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କ ବିଜେଡ଼ିରେ ଯୋଗଦାନ

ନିମାପଡ଼ା: ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଛ ଶାସନରେ ଅନୁପ୍ରାଣିତ ହୋଇ ନିମାପଡ଼ା ବିଧାୟକ ସମୀର ଦାଶ ଙ୍କ ଉପରେ ଅସ୍ଥା ପ୍ରକଟ କରି ନିମାପଡା ବ୍ଲକ ଭୋଗଶାଳଦl ପଞ୍ଚାୟତ ର ରାଜୁ ଭୋଇ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ଅଜୟ ଭୋଇ,ନାରଣ ଭୋଇ,
ମୁକେଶ ଭୋଇ,ମିଲୁ କୁମାର ଭୋଇ,
ରାଜେଶ ଭୋଇ,ସଞ୍ଜୟ ଭୋଇ,
ବଟୁଆ ପଣ୍ଡା,ବାଲୁଙ୍କେଶ୍ଵର ଭୋଇ,
ସୋମ୍ୟ ରଞ୍ଜନ ଭୋଇ, ଦୀପକ ଭୋଇ ,ରାକେଶ ଭୋଇ ପ୍ରମୁଖଙ୍କ ନେତୃତ୍ୱ ରେ ୫୦ ଉର୍ଦ୍ଧ ବିଜେପି କର୍ମୀ ଓ ତାଙ୍କ ପରିବାର ବିଧାୟକ ଙ୍କ ଉପସ୍ଥିତି ରେ ବିଜେଡି ରେ ସାମିଲ ହୋଇଛନ୍ତି। ବିଧାୟକ ସମସ୍ତ ଙ୍କୁ ସ୍ଵାଗତ କରିବା ସହିତ ଭୋଗ ସାଳଦା ପଞ୍ଚାୟତ ରେ ଦଳ ଅଧିକ ମଜଭୁତ ହୋଇପାରିଲା ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *