ରାଜ୍ୟ

ହୀରାକୁଦ ବ୍ରାହ୍ମଣ ପରିବାରର କାର୍ଯ୍ୟକାରିଣୀ ସମିତି ଗଠିତ


ହୀରାକୁଦ : ହୀରାକୁଦ ବ୍ରାହ୍ମଣ ପରିବାର ପକ୍ଷରୁ ଗତ ତା.୧୦.୦୯.୨୦୨୩ରିଖ ସନ୍ଧ୍ୟାରେ ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ନୂତନ ଭାବରେ ଗଠିତ ହୋଇଥିବା ହୀରାକୁଦ ବ୍ରାହ୍ମଣ ପରିବାରର ପ୍ରଥମ କାର୍ଯ୍ୟକାରିଣୀ ସମିତି ଗଠନ କରାଗଲା । ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହମତିରେ ଶ୍ରୀ ପୂର୍ଣାନନ୍ଦ ତ୍ରିପାଠୀ ସଭାପତି, ଶ୍ରୀ ସୁଶାନ୍ତ ପଣ୍ଡା କାର୍ଯ୍ୟକାରୀ ସଭାପତି, ଶ୍ରୀ ସତ୍ୟାନନ୍ଦ ଷଡ଼ଙ୍ଗୀ, ଶ୍ରୀ ଗୌତମ ନାୟକ, ଶ୍ରୀ ଚନ୍ଦ୍ରଶେଖର ଶତପଥୀ ଓ ଶ୍ରୀ ରାଜେଶ ପଣ୍ଡା ଉପ ସଭାପତି, ଶ୍ରୀ ଅଶୋକ କୁମାର ପଣ୍ଡା ସମ୍ପାଦକ, ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା ଯୁଗ୍ମ ସମ୍ପାଦକ, ଶ୍ରୀ ବସନ୍ତ ମେକାପ ଓ ଶ୍ରୀ ଜିତେନ୍ଦ୍ର ମିଶ୍ର ସଂଗଠନ ସମ୍ପାଦକ, ଶ୍ରୀ ଈଶ୍ୱର ବଡ଼ପଣ୍ଡା ଓ ଶ୍ରୀ ସରୋଜ ନାୟକ କୋଷାଧ୍ୟକ୍ଷ, ଶ୍ରୀ ବୀରେନ୍ଦ୍ର କୁମାର ପାଣିଗ୍ରାହୀ ସାଂସ୍କୃତିକ ସମ୍ପାଦକ,ଶ୍ରୀ ରମେଶ ବେହେରା ସାଂସ୍କୃତିକ ସହ ସମ୍ପାଦକ, ଶ୍ରୀ ପ୍ରଦୀପ ଦାଶ ବୌଦ୍ଧିକ ପ୍ରମୁଖ, ଶ୍ରୀ ବିଶ୍ଵନାଥ ମିଶ୍ର ସହ ବୌଦ୍ଧିକ ପ୍ରମୁଖ, ଶ୍ରୀ ସନ୍ତୋଷ ପଣ୍ଡା ଆବାହକ, ଶ୍ରୀ ସଞ୍ଜୀବ ଦାଶ ଉଦଘୋଷକ, ଶ୍ରୀ ଜ୍ଞାନେନ୍ଦ୍ରୀୟ ଦାଶ ପ୍ରଚାରକ, ଶ୍ରୀ ଅଶୋକ କୁମାର ନାୟକ ସହ ପ୍ରଚାରକ, ଶ୍ରୀ ନିତ୍ୟାନନ୍ଦ ଖମାରୀ ମୁଖ୍ୟ ସଚେତକ, ଶ୍ରୀ ଅଚ୍ୟୁତାନନ୍ଦ ସେନାପତି ଓ ଶ୍ରୀ ସତ୍ୟପ୍ରକାଶ ପଣ୍ଡା ଚିକିତ୍ସା ବିଭାଗ, ଶ୍ରୀ ପ୍ରମୋଦ ପାଣିଗ୍ରାହୀ ଓ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ସୁରକ୍ଷା ବିଭାଗ ଓ ଶ୍ରୀ ଦିଲୁ ଶତପଥୀ ପ୍ରସାଦ ପ୍ରସ୍ତୁତି ବିଭାଗ ଦାୟିତ୍ୱ ଗ୍ରହଣ କରିଥିଲେ ।
ଏତଦ୍ ବ୍ୟତୀତ ଶ୍ରୀ ଅଶୋକ କୁମାର ପଣ୍ଡା,ଶ୍ରୀ ଅନୁପ କୁମାର ମିଶ୍ର, ଶ୍ରୀ ସରୋଜ ଆଚାର୍ଯ୍ୟ, ଶ୍ରୀ ସୁଧୀର ମିଶ୍ର, ଶ୍ରୀ ନାରାୟଣ ପଣ୍ଡା, ଶ୍ରୀ ସଚ୍ଚିକାନ୍ତ ମିଶ୍ର, ଶ୍ରୀ ପ୍ରଦୀପ ପଣ୍ଡା ଶ୍ରୀ ଭାସ୍କର ଦାଶ, ଶ୍ରୀ ବିଜୟ ପଣ୍ଡା, ଶ୍ରୀ ଗୋପକୃଷ୍ଣ ଦାଶ, ଶ୍ରୀ ଶାନ୍ତନୁ ବଡ଼ପଣ୍ଡା, ଶ୍ରୀ ହୃଷିକେଶ ଦାଶ, ଶ୍ରୀ ଜୟରାମ ପାଢ଼ୀ, ଶ୍ରୀ ରାଜେଶ ମିଶ୍ର, ଶ୍ରୀ ପ୍ରଭାତ ପଣ୍ଡା, ଶ୍ରୀ ସରୋଜ ନାୟକ, ଶ୍ରୀ ଗୌରାଙ୍ଗ ଦାଶ, ଶ୍ରୀ ଗୌରୀଶଙ୍କର ତ୍ରିପାଠୀ, ଶ୍ରୀ ନବକୃଷ୍ଣ କର ଓ ଶ୍ରୀ ସମୀର ଚାନ୍ଦ ସର୍ବସମ୍ମତି କ୍ରମେ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବରେ ମନୋନୀତ ହୋଇଥିଲେ ।
ପୁନଶ୍ଚ ସଂଯୋଜକ ଭାବରେ ଶ୍ରୀ ବିଶ୍ଵନାଥ ମିଶ୍ର ଓ ଶ୍ରୀ ପୂର୍ଣାନନ୍ଦ ତ୍ରିପାଠୀ ଭି.ଏସ.ଏସ. କଲୋନୀ, ଶ୍ରୀ ଦିଲୁ ଶତପଥୀ କାଲୁପଡ଼ା, ଶ୍ରୀ ପ୍ରଦୀପ ପଣ୍ଡା ଓ ଶ୍ରୀ ଚିନ୍ମୟ ଦାଶ ଗାନ୍ଧୀ ନଗର, ଶ୍ରୀ ଗୋପକୃଷ ଦାଶ ଷ୍ଟୋର ଛକ, ଗଉଡ଼ ପଡ଼ା ଓ କଦମ ପଡ଼ା, ଶ୍ରୀ ଭାସ୍କର ଦାଶ ଓ ଶ୍ରୀ ବିଶ୍ୱେଶ୍ୱର ମିଶ୍ର ଦୁର୍ଗା ମନ୍ଦିର ଛକରୁ ସନ୍ତୋଷୀ ମାଁ ମନ୍ଦିର ଛକ, ଶ୍ରୀ ଗୌରାଙ୍ଗ ଦାଶ ପଥର ଲାଇନ, ମାଲିପଡ଼ା, ବଜାର ଛକ, ଶ୍ରୀ ରଞ୍ଜନ ଦାଶ ବଜାର, ଆଜାଦ ଛକ, ବସ ଷ୍ଟାଣ୍ଡ, ପୋଲିସ ଲାଇନ, ଶ୍ରୀ ଗୌତମ ନାୟକ ଓ ଶ୍ରୀ ସଚ୍ଚିକାନ୍ତ ମିଶ୍ର ଚକ୍ରବର୍ତ୍ତୀ ପଡ଼ା, ରିଭର ସାଇଡ଼ କଲୋନୀ, ଶ୍ରୀ ବୁଲୁ ପାଣିଗ୍ରାହୀ ଗୋଜାତଲ, ଫଳସାକଟା, ଶ୍ରୀ ରାଜେଶ ମିଶ୍ର, ସଞ୍ଜୀବ ଦାଶ ହିଣ୍ଡାଲକୋ କଲୋନୀ, ଶ୍ରୀ ଅକ୍ଷୀ ପଣ୍ଡା ଓ ଜ୍ଞାନରଞ୍ଜନ ଶତପଥୀ ଲେବର କଲୋନୀ, ଇ.ଏସ.ଆଇ.,ପଚିଶ ଲାଇନ, ଶ୍ରୀ ବିଜୟ ପଣ୍ଡା ଓ ଶ୍ରୀ ଜିତେନ୍ଦ୍ର ମିଶ୍ର ପାୱାର ପ୍ଲାଣ୍ଟ କଲୋନୀ, ଶ୍ରୀ ବିନୟ ପଣ୍ଡା ଓ ଶ୍ରୀ ପ୍ରଶାନ୍ତ ନନ୍ଦ ଅଲିଣ୍ଡ ଛକ, ଶ୍ରୀ ଗୌରୀଶଙ୍କର ତ୍ରିପାଠୀ ଓ ଶ୍ରୀ ରମେଶ ବେହେରା ନୂଆଁ ଜାମଡ଼ା, ମହମ୍ମଦ ପୁର, ଶ୍ରୀ ସରୋଜ ନାୟକ ଓ ଶ୍ରୀ ଅନୁପ କୁମାର ମିଶ୍ର ଝାଙ୍କର ପଡ଼ା, ନିମପାଲି, ଶ୍ରୀ ପ୍ରମୋଦ ଚାନ୍ଦ ଓ ଶ୍ରୀ ଅଶୋକ ନାୟକ ଶକ୍ତି ନଗର, ନରଡିହି, ଲରପଙ୍କ ଦାୟିତ୍ୱ ନେବାପାଇଁ ସ୍ଥିରୀକୃତ ହେଲା ।

Leave a Reply

Your email address will not be published. Required fields are marked *