ରାଜ୍ୟ

ଶିଶୁ ଉଦ୍ୟାନରେ ଓପନ ଜିମ ଉଦଘାଟିତ


ନିମାପଡ଼ା :ପୁରୀ ଜିଲ୍ଲା ନିମାପଡ଼ା ଏନ ଏ ସି ର ଶିଶୁ ଉଦ୍ୟାନ ରେ ନିର୍ମାଣ ହୋଇଥିବା ଓପନ ଜିମ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ଏହି ଉଦଘାଟନ ଉତ୍ସବରେ ଏ ନ ଏସି ଅଧ୍ୟକ୍ଷା ସସ୍ମିତା ସାହୁ, ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ ଙ୍କ ସମେତ ଏନ ଏ ସି ର ସମସ୍ତ କାଉନସିଲର ଯୋଗ ଦେଇଥିଲେ ।ନଗର ସଭାପତି ଜିବନାନନ୍ଦ ମହାପାତ୍ର ଉତ୍ସବ କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *