ରାଜ୍ୟ

କାଳିଆ ଭାଲୁର ସମ୍ବଲପୁର କାହାଣୀ ସରେନା,

ବଡ଼ବିଲ : ଯାହା ହେଉ ପଛେ ଘୋଟାଲା ବିଭାଗର ଭାଗ୍ୟ ଯେ ତାକୁ ଗୋଟେ ଫୁଲ୍ କଳାକାର ଭାଲୁ ମିଳିଲା ବୋଲି । ଭାଗ୍ୟରେ ଥିଲେ ଯାଇ ଏମିତି କଳାକାର ଭାଲୁଟିଏ ମିଳେ । ସତରେ କେଡେ ବଡ଼ ଭାଗ୍ୟବାନ କାଳିଆ ଭାଲୁକୁ ପାଖରେ ପାଇ ମୋନେ କରନ୍ତି ଘୋଟାଲା ଟିମ । ତାଠାରୁ ବେସୀ ଭାଗ୍ୟବାନ କୁଆଡେ ରାଜଧାନୀର ମାସିକିଆ ଭତ୍ତା ଅଫିସର ,ତେଣୁତ ନିଯୋଗ କରନ୍ତି ସ୍ଥାନୀୟ ଘୋଟାଲା ବିଭାଗରେ କାଳିଆ ଭାଲୁକୁ ।ଏବେ କୁଆଡେ ବେସୀ ଉତ୍ସାହିତ ହୋଇ ଦିନରେ ସ୍ବପ୍ନ ଦେଖି ନୀଳ ଆକାଶରେ ଉଡ଼ି ବୁଲନ୍ତି ଚିଠି ଅଫିସର କାଳିଆ ଭାଲୁର ପାଖ ଲୋକର ବରଦାନ ପାଇ, ଘୋଟାଲା ଶ୍ରେଷ୍ଠ ବନିଥିବାର ଚର୍ଚ୍ଚା ବେସ ହୁଏ । ତେବେ କଣ ସତରେ ଘୋଟାଲା ଶ୍ରେଷ୍ଠ – ଚିଠି ଅଫିସର ?ବୋଲି ଲୋକେ ଯାହା କୁହନ୍ତି ଶୁଣିବାକୁ ମିଳେ। ତେବେ ସମ୍ବଲପୁରର କଳାକାର କାହାଣୀ ଆରମ୍ଭ,ବେସ ଚିରସ୍ମରଣୀୟ ଯାହା କେବେ ଭୁଲିବା କଷ୍ଟ ବୋଲି ସୂତ୍ରରୁ ପ୍ରକାଶ। ଲୋକେ କୁହନ୍ତି ଏ ତାଙ୍କର ପୁରୁଣା ଖେଳ ବୋଲି ଯାହା ସେ କେବେ କଣ ଛାଡି ପାରିବେ ? ଜୀବନର ଆରମ୍ଭ ହୁଏ ସିନା ପୁଣି ହୁଏ ନିଜ କାରନାମା ପାଇଁ ବିଚ୍ଛେଦ । ତଥାବି ସୁଧୁରିବା କଷ୍ଟ ବେଳେ ଜିଲ୍ଲାରେ ଘଟିଥିବା ଦାମୀ କାରକୁ ଭଙ୍ଗା କାହାଣୀ ମଧ୍ୟ କିଛି ଗୁଣରେ କମ ନୁହ ବୋଲି ଜାଣିବାକୁ ମିଳେ। ତଥାବି ଯେତେ ଖବର ବ୍ୟାପକ ହେଲେ କ୍ଷତି କଣ ଚିତା କଟା ମାସିକିଆକୁ ଭତ୍ତା ଦରକାର । ରାଜଧାନୀ ଛାଡ଼ି ଆସିଥିଲା ପୋରା,ଗତ ମାସ ୧୫ ରିଖର ଖବର ବ୍ୟାପକ ଉପରେ କି କାର୍ଯ୍ୟ ଅନୁଷ୍ଠାନ ନେଲ ? ମୁହଁରେ କଣ ଟିକିଏ ବୋଲି ସରମ ନାହିଁ , ଭତ୍ତା ଲୋଭରେ ସବୁ ପୋଡ଼ି ଖାଇ ଦେଲ । ସତରେ କି ବେଳାରେ ଜନ୍ମ ତୁମର ବୋଲି ଲୋକେ ଯାହା ଚର୍ଚ୍ଚା କରନ୍ତି ଶୁଣିବାକୁ ମିଳେ । ସେଥିରେ ପୁଣି କଣନା ଯିଏ ଘୋଟାଲାରେ ପାରଙ୍ଗମ ତାପ୍ରତି କାର୍ଯ୍ୟ ଅନୁଷ୍ଠାନ ବଦଳରେ ଚିଠି ଅଫିସରକୁ ସାବାସୀ ଦେଇ କୋଳଉଛ ,ଲଜ୍ୟା ନାହିଁ ମୁହଁକୁ ବୋଲି ଲୋକେ ଛି ଛି କରନ୍ତି । ସାଧାରଣତଃରେ ଭାଗ୍ୟଟା ବହୁତ ଭଲ ଚିଠି ଅଫିସର ଯଦି ଆଉ କିଛି ଦିନ ପୂର୍ବ ଚାକିରୀରେ ରହିଥାନ୍ତେ ତେବେ କଣ ଯେ କରି ସବୁ ବିକି ଖାଇ ଯାଇଥାନ୍ତେ । ସାବଧାନ ଆଗକୁ ସାବଧାନ, ଲୋକେ ବଦଳିଲେଣି, ଯୁଗ ପ୍ରଗତି ଆଡକୁ ଆଉ ତୁମେ ସବୁ ଘୋଟାଲା ଆଡକୁ ।

Leave a Reply

Your email address will not be published. Required fields are marked *