ରାଜ୍ୟ

ପୁରୁଣା କମ୍ପାନୀର ମାନ, ମହତ ବୁଡାଇବ ଚିପା ଜିନ୍ସ ଖବ୍ରୀ

ଯୋଡ଼ା : ଅଞ୍ଚଳର ବହୁ ପୁରାତନ ତଥା ପ୍ରତିଷ୍ଠିତ କମ୍ପାନୀର ମାନ ମହତ ଏବେ ବିପଦରେ ,ଘଟଣା ବହୁତ ବଢି ଗଲାଣି,ଲୋକେ କେହି ପସନ୍ଦ କିମ୍ବା ଗ୍ରହଣ କରିବାକୁ ରାଜି ନୁହନ୍ତି ସର୍ବପୁରୁଣା କମ୍ପାନୀର ଚିପା ଜିନ୍ସ ଖବ୍ରୀକୁ । ତଥାବି ସୁଧୁରିବାରେ ନାମ ଧରୁନି ଚିପା ଜିନ୍ସ କର୍ମଚାରୀ ଜଣକ। ଘଟଣା କିଛି ଏପରି ଯାହା କମ୍ପାନୀର ଅଧିକରଙ୍କ ଚୟନ ପକ୍ରିୟାରେ ଏକ ପ୍ରକାର ଫେଲ ମାରିଲା ନୂତନ କରି ନିଯୋଗ କରିଥିବା ଚିପା ଜିନ୍ସ ଖବ୍ରୀ । ନିଜର ରୁଖ୍ଣ ବ୍ୟବହାର ତଥା ଆଚରଣ କାର୍ଯ୍ୟକଳାପ ପାଇଁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ବାତାବରଣ ଦେଖା ଦେବା ଆରମ୍ଭ ହୋଇଛି। ଯଦି ଯଥା ସମ୍ଭବ କମ୍ପାନୀର କର୍ତ୍ତୃପକ୍ଷ ବର୍ତ୍ତମାନ ସମୟରଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକ କାର୍ଯ୍ୟାଅଷ୍ଠାନ ଯଦି ନେବାରେ ବିଳମ୍ବ ହେଲେ କମ୍ପାନୀର ମାନ ମହତ କେତେ ଯେ କ୍ଷତି ଘଟିବ ତାହା ହିସାବ ବାହାରେ ବୋଲି ବୁଦ୍ଧିଯୀବୀ ମହଲରେ ଆଲୋଚନା ହୁଏ। ତେବେ ଏସବୁକୁ ପୁଙ୍ଖାନୁପୁଙ୍ଖ ଜାଣିବା ପାଇଁ ଗତ ବୁଧବାର ଦିନ କମ୍ପାନୀର ମେଡ଼ିକାଲ ପାଖ କାର୍ଯ୍ୟାଳୟର ଏକ ପ୍ରମୁଖ କର୍ମଚାରୀଙ୍କ ସହ ଦୀର୍ଘ ସମୟର ଆଲୋଚନାରେ ଯାହା ହୁଏ, କୌଣସି ସେଭଳି ଦିଗ୍ଦର୍ସନର ମାର୍ଗ ବାହାରି ନଥିବା ବେଳେ ଉକ୍ତ ଖବ୍ରୀ ସମସ୍ୟା ଭୋଗିବା ଥୟ ବୋଲି କୁହନ୍ତି ପୁରୁଣା କମ୍ପାନୀର କର୍ମଚାରୀ ଜଣକ। ତେବେ କମ୍ପାନୀର ପୂର୍ବର ସିଂ ବାବୁ ନାମକ କର୍ମଚାରୀ ଅବସର ନେବା ପରେ ମଧ୍ୟ ଆଜିବି ଭୁଲିବା ତଥା କର୍ମଚାରୀଙ୍କ କମ୍ପାନୀ ପ୍ରତି ଭୂମିକା ଅତୁଳନୀୟ ବୋଲି ଜାଣିବାକୁ ମିଳେ।

Leave a Reply

Your email address will not be published. Required fields are marked *