ରାଜ୍ୟ

ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ନିମାପଡା : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନଟରା କରାଳ ଗ୍ରାମ ରେ ବାବା କପିଳେଶ୍ଵର ଦେବ ଙ୍କ ମନ୍ଦିର ପ୍ରତିଷ୍ଠା ଦିବସ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ସୋମବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଙ୍ଗଳାବର ପ୍ରାତଃ ରୁ ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଗ୍ରାମବାସୀ ଗଙ୍ଗାଧର ବେହେରା, ମନୋଜ କୁମାର ବେହେରା ,ସୂଯ୍ୟକାନ୍ତ ବେହେରା, ଚନ୍ଦ୍ରମଣି ପରିଡା,ଅଶୋକବେହେରା, ଟିକିନା ବେହେରା ,ସରବା ବେହେରା, ରମେଶ ବେହେରା, ଇନ୍ଦ୍ରମଣି ପରିଡା, ପ୍ରସାଦ ବେହେରା, ପବିତ୍ର ବେହେରା, ଅଭି ପରିଡା ,ଦେବେନ୍ଦ୍ର ବେହେରା, ହୁଲା ପରିଡା ,କନ ବେହେରା, ପଦୁ ପରିଡା, ଜଳ ବେହେରା, ମଙ୍ଗୁଳି ଚରଣ ପରିଡା, ବିଷ୍ଣୁ ସ୍ୱାଇଁ ରଞ୍ଜନ ବେହେରା ,ଭଗବାନ ପରିଡା, ସାଧବ ବେହେରା ,ଶିବ ବେହେରା ବାବୁଲି ବେହେରା ,ଡାକୁ ବେହେରା, କାବୁଲି ବେହେରା, କାଳୁ ସ୍ୱାଇଁ ,ସୁରେନ୍ଦ୍ର ବେହେରା ,ଦିବାକର ବେହେରା, ବାପିନି ବେହେରା, ବିଷ୍ଣୁ ବେହେରା, ଛବିନ୍ଦ୍ର ବେହେରା ,ବଂଶୀଧର ବେହେରା ,ମିଥୁନ ବେହେରା ,ପରଷୁ ପରିଡା ,ବାନା ବେହେରା ,ବାବାଜୀ ବେହେରା, ଅନୁ ବେହେରା ପ୍ରମୁଖ ଙ୍କ ତତ୍ବାବଧାନରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *