ରାଜ୍ୟ

ଚିପା ଜିନ୍ସ ଖବ୍ରୀ ଯୋଗୁ କଣ କମ୍ପାନୀର ବହୁ କାର୍ଯ୍ୟକ୍ରମ ସଫଳ ହୁଏ ?

ଯୋଡ଼ା : ସର୍ବବୃହତ କମ୍ପାନୀର ଏକ ସାଧାରଣ ଖବ୍ରୀଙ୍କ କାର୍ଯ୍ୟକଳାପ ତଥା ବ୍ୟବହାର ଏବେ ସହରରେ ସଭିଙ୍କୁ ନାପସନ୍ଦ କରିବାକୁ ଲାଗିଛି। ତାଠାରୁ ବଡ଼ ବିଚିତ୍ର ବିଷୟ ଯେ ଉକ୍ତ ସାଧାରଣ ଖବ୍ରୀଙ୍କ ଯୋଗୁ କୁଆଡେ କମ୍ପାନୀର ନିକଟରେ ସରିଥିବା ବହୁ କାର୍ଯ୍ୟକ୍ରମର ସଫଳତାରେ ସମ୍ପୂର୍ଣ ଭୂମିକା ରହିଛି ବୋଲି ସହର ସାରା ପ୍ରଚାର କରନ୍ତି ଚିପା ଜିନ୍ସ ଖବ୍ରୀ ଜଣକ । ତେବେ ଏତେ ବଡ କମ୍ପାନୀର ଜଣେ ସାଧାରଣ କର୍ମଚାରୀ ଯାହାର ନିଯୁକ୍ତି ଲାଠି ଧରିବା ହୋଇଥିଲେ ହେଁ, ଶ୍ରେଣୀର ହିସାବ ନଥିବା ବେଳେ , କମ୍ପାନୀର ଅଧିକାରୀ ଚିପା ଜିନ୍ସକୁ ଦେଇଥିବା ଖବ୍ରୀ କାର୍ଯ୍ୟ ନିଯୁକ୍ତିର ଅପବ୍ୟବହାର କରି ଦିନକୁ ଦିନ ବେଖାତିର ହୋଇବା ଯୋଗୁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଚିପା ଜିନ୍ସ ଅଝଥାରେ କେତକ ବିଷୟକୁ ନେଇ ସାଧାରଣରେ ଯୁକ୍ତି କରିବା ଯାହା ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ବର୍ତ୍ତମାନ ଏତେ ବଡ କମ୍ପାନୀ ଯଥା ସମ୍ଭବ ଆଗାମୀ ଦିନରେ କିପରି ପୂର୍ବ ପରି ନିଯୋଗ ଥିବା ସିଂ ବାବୁଙ୍କ ପରି କର୍ମଚାରୀ ନିଯୋଗ କରିବା ଏକ ପ୍ରକାର ଚାଲେଞ୍ଜ ରହିଛି ବୋଲି ବୁଦ୍ଧି ଯିବି ମତ ପ୍ରକାଶ କରନ୍ତି ।

Leave a Reply

Your email address will not be published. Required fields are marked *