ରାଜ୍ୟ

ଡିସେମ୍ବରରେ ମେସିନ କିଣାରେ ଲକ୍ଷାଧିକ ଘୋଟାଲାର ଯୋଜନା କରନ୍ତି ଭତ୍ତା ବାବୁ

ଯୋଡ଼ା – ରାଜଧାନୀର ମାସିକିଆ ଭତ୍ତା ଅଫିସର ସବୁଥିରେ ପ୍ରଥମ ବଡ଼ ଅଂଶ ଖାଇବା ଥୟ ବୋଲି ,ବିଭାଗୀୟରେ ଅନେକ କଥା ହୁଅନ୍ତି । ତରଳ ପଦାର୍ଥରେ ଭତ୍ତା ଅଫିସର ହେରଫେର କରି ବାର୍ଷିକ ପ୍ରାୟ ୨୦/୩୦ ଲକ୍ଷର ବ୍ୟୟ ଅଟକଳରେ ପ୍ରାୟ ୩/୪ ଲକ୍ଷ ପକେଟରେ ପସିବା ଥୟ ଥିବା ବେଳେ, ପୂର୍ବରୁ ହେଡକ୍ୱାଟର୍ସରେ ଦୀର୍ଘ ଦିନ ପଡ଼ିଥିବା ଏକ ମୂଲ୍ୟବାନ ମେସିନ କାଳେ ଘୋଟାଲାର କାରନାମା ଧରା ପଡିଯିବ କମିଶନ ଖାଇବାର ଘଟଣା ବୋଲି , ଚୂର୍ଣ୍ଣ କରିବା ମେସିନକୁ ଅଝାଥାରେ ଲକ୍ଷାଧିକରେ କିଣି ,କମିଶନ ଖାଇ ଭତ୍ତା ଅଫିସର ଯୋଡ଼ା ବିଭାଗରେ କାର୍ଷଦି କରି ଦେଇଥିଲେ ମଧ୍ୟ ଘୋଟାଲା ବିଭାଗରେ ଖତ ଖାଇ ଧୂଳି ମଇଳା ଅଳିଆଗଦାରେ ପଡ଼ିଥିବାର ସୂଚନା ମିଳେ। କାରଣ ଯଦି ମେସିନ କାର୍ଯ୍ୟ କରିବ ତେବେ ନିଯୋଗ ଥିବା ବିଭାଗରେ ଶ୍ରମିକ କରିବେ କଣ ? ତେଣୁ ମେସିନକୁ ଅଳିଆ ଗଦାରେ ରଖି ,ଶ୍ରମିକ କରନ୍ତି ଚୂର୍ଣ୍ଣ କାର୍ଯ୍ୟ । ତେବେ ହେଡ କ୍ୱାଟର୍ସର ଲକ୍ଷାଧିକ ଟଙ୍କା ପାଣିରେ ପକାଇ ତଥାବି ମେସିନ ଖିଆ ଭତ୍ତା ଅଫିସର ସୁଧୁରିବା ପରିବର୍ତ୍ତେ ନିଜର ପକୃତିଛଡା ଚୂନମରା ଅର୍ଥଲୋଭୀ ପକେଟ ଗରମ କରିବା ନିମନ୍ତେ ଆସନ୍ତା ଡ଼ିସେମ୍ବର ବେଳକୁ ଏହି ନୂତନ ଅତ୍ୟାଧୁନିକର ମେସିନ କୋଟି କୋଟି ଟଙ୍କାର କିଣି ,ସେଥିରୁ ଲକ୍ଷାଧିକ ଅର୍ଥ ହେରଫେରର ଘୋଟାଲା ଷଡ଼ଯନ୍ତ୍ରର ବୈଠକ ହୁଏ ଘଣ୍ଟା ଘଣ୍ଟା ଧରି ଚଳିତ ମାସରେ ଆସି ଘୋଟାଲା ବିଭାଗରେ। ତେବେ ଦେଖିବାକୁ ଗଲେ ଯଦି ବିଭାଗକୁ ଅତ୍ୟାଧୁନିକ ମେସିନ ଆସିବା ବିଷୟ ସ୍ବାଗତ ଯୋଗ୍ୟ ହୋଇପାରେ କିନ୍ତୁ ଯଦି କୋଟି କୋଟି ଅର୍ଥ ବ୍ୟୟରେ ଯଦି ମେସିନ ଆସେ ତେବେ ପ୍ରମୁଖ ମେସିନ ଖିଆ ଭତ୍ତା ଅଫିସରକୁ ଉକ୍ତ ମେସିନ କିଣା ଦାୟିତ୍ବରୁ ଦୂରେଇ ରଖିଲେ ଯାଇ ଅର୍ଥ ବାଟମାରଣାରୁ ରକ୍ଷା ପାଇବା ସହ ଘୋଟାଲା ଅଫିସର ଯେପରି ପୂର୍ବ ପ୍ରସ୍ତୁତ ଚୂର୍ଣ୍ଣ ଗୁଣ୍ଡ ଆସିବା ବନ୍ଦ ହୋଇଲେ ଯାଇ ଉକ୍ତ ମେସିନ ଆସିବାର ମୂଲ୍ୟ ରହିବ ନଚେତ ହେଡ କ୍ୱାଟର୍ସର ପୁଣି କୋଟି କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ମେସିନର ମୂଲ୍ୟ ପାଣିରେ ପଡ଼ିବ ଥୟ ବୋଲି ଖଣି ଅଞ୍ଚଳର ବୁଦ୍ଧିଜିବିଙ୍କ ଆକଳନ ।

Leave a Reply

Your email address will not be published. Required fields are marked *