ରାଜ୍ୟ

୬୦ ନମୂନା ବିଭାଗ ସଚଳ ରଖି,୧୨୦ ଉର୍ଦ୍ଧ ପରୀକ୍ଷଣ ବଲାଙ୍ଗୀର ବିଭାଗକୁ ପଙ୍ଗୁ ରଖିଛ

ଭୁବନେଶ୍ୱର : କ୍ଷମତାର ଅପବ୍ୟବହାର ନୁହେଁ ତ ଆଉ କଣ ? ଜଳ ଜଳ ହୋଇ ସବୁଦେଖା ଯାଉଛି ତଥାବି ବିଭାଗୀୟ ବହୁ ଅଧିକାରୀଙ୍କ ସହ ତିନି ବିଭାଗୟର ମୁଖିଆ ନୀରବ ସାଜିଛିନ୍ତି କାହା ସ୍ୱାର୍ଥ ହାସଲ କରିବା ଉଦ୍ଦେଶରେ ? ରାଜ୍ୟ ସରକାରଙ୍କ ଉକ୍ତ ବେତନ ଭୋଗୀଙ୍କ ଉତ୍ପାତ ଏବେ ସବୁ ଖବର ବ୍ୟାପକ ହୋଇ ଚାଲିଥିବା ଭୟରେ ଅନେକ ଷଡ଼ଯନ୍ତ୍ର ଉପକ୍ରମ ପ୍ରୟୋଗ କରାଯାଏ ବାରମ୍ବାର ଖବର ପ୍ରସାରକୁ କଣ୍ଠରୋଧ ନିମନ୍ତେ । ଯାହାର ସିଧାସଳଖ ପ୍ରଭାବ ଶ୍ୱତ୍ୱେ ,ଖବର ପ୍ରସାର ମଧ୍ୟ ହେବା ଥୟ ଥିବା ବେଳେ ସୂଚନା ଯାହା ବହୁ କାର୍ଷଦି କରି କେଇ କାରନାମାରେ ଛନ୍ଦି ହେବା ସତ୍ତ୍ବେ ଦୀର୍ଘ ବର୍ଷ ଧରି ରାଜଧାନୀର ପ୍ରମୁଖ ପଦବୀରେ ସ୍ଥାନ ମାଡିବସି ଥିବା ଚିତା କଟା ମାସିକିଆ ଭତ୍ତା ଅଫିସରଙ୍କୁ ତିନି ବିଭାଗର ଅଣ ଓଡ଼ିଆ ମୁଖିଆ ଅଧିକାରୀ ସବୁ ଜାଣି ଅଜଣା ପରି ହୋଇ ଚୁପ ବସିଛନ୍ତି କି’କାରଣ ପାଇଁ ?ଯାହା ଅଣ ଓଡ଼ିଆ ଅଧିକାରୀଙ୍କ ବ୍ୟକ୍ତିତ୍ଵ ଉପରେ ଅନେକ ଦିଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରେ ଯେ କେଉଁ ସ୍ବାର୍ଥ ସକାଶେ ତିନି ବିଭାଗୀୟ ମୁଖିଆ ଛତ୍ରଛାୟା ପ୍ରଦାନ କରନ୍ତି ଉକ୍ତ ଭତ୍ତା ଅଫିସରଙ୍କୁ ତଥ୍ୟ ଭିତ୍ତିକ ସୂଚନା ଦେବା ବାଦେ ? କଣ ସବୁ ବୁଝି ସୁଝି ଅବୁଝା କିଆଁ ହୁଅନ୍ତି ତିନି ବିଭାଗୀୟ ଅଣ ଓଡ଼ିଆ ମୁଖିଆ ଜଣକ? ଉକ୍ତ ଅଣ ଓଡ଼ିଆ ଅଧିକାରୀଙ୍କ ସ୍ଥାନରେ ଯଦି ଆଉ କେହି ଥିଲେ ନିଜ ମାଟି ମା,ସ୍ୱାଭିମାନ ତଥା ନିଜ ବ୍ୟକ୍ତିତ୍ଵ ଉପରେ ଆଞ୍ଚ ଆସିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନିହାତି ହୋଇଥାନ୍ତା । ଏପରି ଏକ ସୂଚନା ଯାହା ଆସେ ଯେ ଜିଲ୍ଲାର ମାସିକ ନମୂନା ସଂଖ୍ୟା ପ୍ରାୟ ୬୦ ରହିଥିବା ବେଳେ କେ.ବି.କେ ଜିଲ୍ଲାର ବଲାଙ୍ଗୀର ବିଭାଗର ମାସିକ ନମୂନା ସଂଖ୍ୟା କିନ୍ତୁ ପ୍ରାୟ ୧୨୦ ଠାରୁ ଉର୍ଦ୍ଧ ରହିଥିବା ବେଳେ ଉକ୍ତ ୬୦ ନମୂନା ପରୀକ୍ଷଣ ଜିଲ୍ଲାର ବିଭାଗକୁ ସଚଳ ରଖି, କେ.ବି.କେ ଜିଲ୍ଲାର ବିଭାଗର ଅଧିକ ନମୂନା ସଂଖ୍ୟା ରହିଥିବା ସତ୍ତ୍ବେ ,ଏହି ଜିଲ୍ଲାର ବିଭାଗକୁ କେଉଁ ଜ୍ଞାନ ବଳରେ ଅଚଳ ରଖାଯାଇଛି ? ଯାହା ଏବେ ରାଜ୍ୟ ବ୍ୟାପୀ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବାର ଜଣାପଡ଼େ। ଏପରି ଉକ୍ତ ବଲାଙ୍ଗୀର ବିଭାଗକୁ ଅଚଳ ରଖି,ନମୂନାକୁ ସିଧା ସଳଖ ହେଡକ୍ୱାର୍ଟସକୁ ଆଣି ,କାର୍ଯ୍ୟ ଚଳାଇଥିବା ବେଳେ ନିଯୋଗ ଅଫିସର ଦ୍ଵାରା ଆଉ ସେଥି ମଧ୍ୟରୁ ସହଯୋଗୀ ଚଳାଇଥିବା ଅଫିସରଗଣଙ୍କୁ ଦୀର୍ଘ ବର୍ଷ ବର୍ଷ ଧରି ବଦଳି ହେବାର ଭୟ ଦୂରେଇ ରଖିଥିବା ସହ ହେଡକ୍ୱାଟର୍ସରେ କିଏ ଛତ୍ର ଛାୟା ପ୍ରଦାନ କରେ ବୋଲି ପୁଣି ଏକ ପ୍ରଶ୍ନ ଉଠିଛି, ନା ଏଥିରେ ବି ମଧ୍ୟ ଉକ୍ତ ଚିତା କଟା ଭତ୍ତା ଅଫିସରଙ୍କ ହାତ ରହିଛି ବୋଲି ଚର୍ଚ୍ଚା ହୁଏ । ତେବେ ଭତ୍ତା ଅଫିସରଙ୍କ ବଲାଙ୍ଗୀର ବିଭାଗ,ଜିଲ୍ଲା ବିଭାଗ ଏବଂ ସ୍ଥାନୀୟ ବିଭାଗକୁ ଯୋଜନାବଦ୍ଧ ଭାବରେ ମାଷ୍ଟର ମାଇଣ୍ଡ ଖେଳ ଚଳାଇଥିବା ବେଳେ ଖବର ବ୍ୟାପକ ଦ୍ଵାରା ସବୁ ଫସର ଫାଟିଗଲା ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଛଥିବାର ଜାଣିବାକୁ ମିଳେ। ଆଗାମୀ ଦିନରେ ବିସ୍ତୃତ ନାମକରଣର ବିବରଣୀ,,,,

Leave a Reply

Your email address will not be published. Required fields are marked *