ରାଜ୍ୟ

କାହା ପଇସାରେ,ଆଡ଼ମ୍ବରେ ସରିଲା ହେଡକ୍ୱାଟର୍ସରେ ମାଂସ ଭୋଜି ?

ଭୁବନେଶ୍ୱର – ଆରମ୍ଭ ହେଲା ପାର୍ବଣ ଋତୁ ,ଏବେ ବିଶ୍ଵକର୍ମା ପୂଜା, ଗଣେଶ ପୂଜା,ନୂଆ ଖାଇର ପାର୍ବଣ ପର୍ବ ଧୁମ୍ ଧାମରେ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ରାଜଧାନୀର ଭତ୍ତା ବାବୁ ଏବଂ ତାଙ୍କ ହେଡ କ୍ୱାର୍ଟସର ବିଭାଗ ସେଥିରୁକିପରି ବାଦ ପଡ଼ିବ ? ଯାହା ସୂଚନା ଅନୁଯାୟୀ ଖବର ଶୁଣିବାକୁ ମିଳେ ଯେ ରାଜଧାନୀର ଭତ୍ତା ବାବୁ ହେଡକ୍ୱାର୍ଟସରର ନିଜ ବିଭାଗରେ, ବିଭାଗୀୟ ଅଫିସର ତଥା ଅନ୍ୟ ଦ୍ବିତୀୟ ଶ୍ରେଣୀ କର୍ମଚାରୀ ଏବଂ ଅନ୍ୟାନ୍ୟ ପ୍ରାୟ ୨୫ ଜଣ ଉର୍ଦ୍ଧଙ୍କୁ ଧରି ଚଳିତ ନୂଆଖାଇ ପର୍ବ ଦିନରେ ଏକ ଆଡମ୍ବର ଭୋଜି ସାରିଥିବାର ଚର୍ଚ୍ଚା ରାଜଧାନୀରୁ ଆରମ୍ଭ କରି ଜଡିତ ଅନ୍ୟ ଶାଖା ଗୁଡ଼ିକରେ ଖୁବ୍ ଚର୍ଚ୍ଚା ହୁଏ ଯେ ବଲାଙ୍ଗୀର ବିଭାଗୀୟ କମ୍ପାନୀ ଦେଇଥିବା ଅର୍ଥ ବହୁ କାମରେ ଆସିଲା ଉକ୍ତ ନୂଆ ଖାଇରେ ମାଂସ ଭୋଜିରେ ବିସେଶ୍ୱତ ରହିଥିଲା ।ତେବେ ବହୁ ଆଡ଼ମ୍ବରେ ସାରିଥିବା ଭୋଜିକୁ ଶୁଣି ଅନ୍ୟ ଶାଖା କର୍ମଚାରୀ ଚାତକ ପରି ଜଗି ବସିଛନ୍ତି କେବେ ଭତ୍ତା ବାବୁଙ୍କ ଦୟା ଅନ୍ୟ ଶାଖା କର୍ମଚାରୀ ଉପରେ ପଡିଲେ ବାଦ ଥିବା କର୍ମଚାରୀ ମାଂସ ଭୋଜି ଖାଇବାର ଆନନ୍ଦ ଉଥାଇବେ ବୋଲି ଶୁଣିବାକୁ ମିଳେ।

Leave a Reply

Your email address will not be published. Required fields are marked *