ବିଶେଷ

ଏଥର ବାଲିକୁଦା ଏରସମାରେ ସମାଜ ସେବୀ ସଜୀଵ ବିଶ୍ୱାଳ ପଲା ଭାରି

ଜଗତସିଂହପୁର : ବାଲିକୁଦା ବ୍ଲକ ସବୁ ପଂଚାୟତରେ ସଜୀଵ ବିଶ୍ୱାଳଙ୍କୁ ନେଇ ସମାଲୋଚନା ହେଉଥିବା ଦେଖିବାକୁ ମିଳୁଛି l ସଜୀଵ ବିଶ୍ୱାଳ ଲୋକ ମାନଙ୍କ ର ଅସୁବିଧା ସମୟରେ ପହଂଚିବା ହେଉ କିମ୍ବା ସହଯୋଗ ହେଉ ସବୁ ବେଳେ ଦିନ ରାତି ଏକ କରି ଲୋକ ମାନଙ୍କ ପାଖରେ ପହଂଚି ସୁଖ ଦୁଃଖରେ ପହଂଚି ଲୋକ ମାନଙ୍କ ସେବା କରିବା ସହିତ ସହଯୋଗ କରିବାରେ ପଛାଉ ନଥିବା ଦେଖିବାକୁ ମିଳୁଛି l ଏବେ ବାଲିକୁଦା ବ୍ଲକର ଭୋଟର ମାନେ ସଜୀଵ ବିଶ୍ୱାଳଙ୍କୁ ଆଗାମୀ ଦିନରେ ବାଲିକୁଦା ଏରସମାର ନେତା ଭାବେ ଦେଖିବା କୁ ମନସ୍ତ କରିଥିବା ଶୁଣିବାକୁ ମିଳୁଛି l ଏଥି ସହିତ ବହୁଦିନ ଧରି ବିଜେଡ଼ି ଦଳରେ ରହି ଆସୁଥିବା ଅସ୍ଥୁଷ୍ଟ କ୍ରମୀ ମାନେ ମିଳିମିଶି ଆଗାମୀ ଦିନରେ ସମାଜ ସେବୀ ସଜୀଵ ବିଶ୍ୱାଳଙ୍କୁ ସହଯୋଗ କରିବା ସହିତ ନେତା ଭାବେ ଦେଖିବାକୁ ଚାହୁଁଥିବା ବାଲିକୁଦା ଏରସମାରେ ଲୋକ ମାନଙ୍କ ମଧ୍ୟରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି l

Leave a Reply

Your email address will not be published. Required fields are marked *