ମହାନଗର

ଗାନ୍ଧିୀଜୟନ୍ତୀ ସମାରୋହ ଜନତା ମଇଦାନରେ ପାଳିତ

ଭୁବନେଶ୍ୱର : -ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ପବିତ୍ର ଜୟନ୍ତୀ ଜନତା ମଇଦାନରେ ଗାନ୍ଧୀଜୀ ଙ୍କ ପ୍ରତି ମୂର୍ତ୍ତୀ ନିକଟରେ ପାଳିତ ହୋଇଯାଇଛି। ଭୁବେଶ୍ବର ଜିଲ୍ଲା ସର୍ବୋଦୟ ମଣ୍ଡଳ, ସମର କ୍ରାନ୍ତି ସେନା, ରଜ୍ୟ ଯୁବ ସମ୍ୟୁଖ୍ୟ ସମିତି ଓ ସୁରକ୍ଷା ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଗାନ୍ଧୀ ଜୟନ୍ତି ରେର ଆବାହକ ସୁଧାଂଶୁ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀଙ୍କ, ରାଷ୍ଟ୍ରୀୟ ସର୍ବୋଦୟ ସମିତି ର ମହାସଚିବ ଶ୍ରୀଯୁକ୍ତ ଗୌରାଙ୍ଗ ମହାପାତ୍ର , ରାଜ୍ୟ ଯୁବ ସମୁଖ୍ୟାର ସଂପାଦକ ଅଭୟ ବଡ଼ଜେନ, ସମର କ୍ରାନ୍ତି ସେନା ର ସଂପାଦକ ଶ୍ରୀଯୁକ୍ତ ପ୍ରମୋଦ କିଶୋର ପରିଡ଼ା, ସୁରକ୍ଷା ର ସଂପାଦକ କେଶବ ରଣା, ଗାନ୍ଧିବାଦୀ ସୌମିତ୍ର କର, ସମାଜ ସେବୀ ଲିଙ୍ଗରାଜ ଦାସ , ଅଜୟ ପାଲ, ହେମନ୍ତ ସ୍ୱାଇଁ, ସତ୍ୟଜିତ କର, ରାକେଶ ହୋତା , ଆଲୋକ ପଣ୍ଡା, ରବିୟା ବେଗମ୍, ପି ଲ ସାହୁ, ମୋ ଓଡ଼ିଶାର ମୁଖ୍ୟ ରୁଦ୍ର ସାମନ୍ତରାୟ, ସତ୍ୟଜିତ କର, ଗାନ୍ଧିବାଦୀ ପ୍ରବୀର୍ ମହାନ୍ତି, ଦୁଷ୍ମନ୍ତ ବେହେରା, ରମେଶ ମହାପାତ୍ର ଓ ବହୁ ଗାନ୍ଧୀ ବଦି ପ୍ରମୁଖ ଯୋଗଦେଇ ଗାନ୍ଧୀ ଭଜନ, ଶାନ୍ତିପଦଯାତ୍ରା, ସୂତା କଟା, ରମୋଧୋନି, ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଓ ଗାନ୍ଧୀ ଶାନ୍ତି ସଦଭାବନା ବିଚାର ଧାରା ନୀତି ଆଦର୍ଶ ଓ ମୂଲ୍ୟବୋଧ ଅନୁଗମୀଙ୍କୁ ଗାନ୍ଧୀ ସ୍ମୁତି ସମ୍ମାନ ପ୍ରଦାନ କରାଯାଇଥିଲା। ସର୍ବ ଶେଷରେ ସମର କ୍ରାନ୍ତି ସେନା ର ସଂପାଦକ ପ୍ରମୋଦ କିଶୋର ପରିଡ଼ା ସୁଚର୍ ରୂପରେ କାର୍ଯ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *