ରାଜ୍ୟ

କୁଳଙ୍ଗାର ଭତ୍ତା ଅଫିସର ଛୁଆଟିର ଜୀବନ ନଷ୍ଟ କଲୁ,ତତେ ଧର୍ମ ସହିବନୀ

ଭୁବନେଶ୍ୱର/ ଯୋଡ଼ା – ଘଟଣା ଘଟଇବା ଆଗରୁ ଥରେ ଚିନ୍ତାବି କଲାନି ଯେ,ଗୋଟିଏ ନିରୀହ ଶିଶୁର ଜୀବନକୁ ବର୍ବାଦ କରିଦେଲା ରାଜଧାନୀର ସେହି ମାସିକିଆ ଭତ୍ତା ଅଫିସର।ତେବେ ଘଟଣା ଯାହା ଏବେ ଅଞ୍ଚଳରୁ ଆରମ୍ଭ କରି ବିଭାଗୀୟ ସଭିଙ୍କୁ ଆଚମ୍ବିତ କରିଛି। ତେବେ ଖଳ ପକୃତିର ଏହି ଭତ୍ତା ଅଫିସର ,କାର୍ଷାଦି କରି ରାଜଧାନୀର ହେଡକ୍ୱାର୍ଟସର ଏକ ପ୍ରମୁଖ ସ୍ଥାନରେ ବସି କରି , ସବୁ ପ୍ରକାରର ଗୋଟି ଚାଳନାରେ ପ୍ରଚୁର ଅର୍ଥ ହାସଲ କରିବା ମୂଳ ଲକ୍ଷ ରଖିବା ବ୍ୟତୀତ ନିଜ ଅଧିନସ୍ଥରେ ଥିବା କେତେ ଗୁଡ଼ିଏ ବିଭାଗର ଅଫିସର ଏବଂ ତଳସ୍ଥ କର୍ମଚାରୀ ଗଣଙ୍କୁ ଥରେ ନୁହଁ ବାରମ୍ବାର ନିଜେ ଖୋଦ ମିଛରେ ଫସାଇ ଅଭିଯୋଗ କରିକି ହିନସ୍ଥା କରିବା ସହ ନିଜ କ୍ଷମତାର(କର୍ମାନ୍ତର ପ୍ରେରଣ) ଅପବ୍ୟବହାର ଦ୍ଵାରା,କାହାର କି ପ୍ରକାରର କ୍ଷତି ଉକ୍ତ ଭତ୍ତା ଅଫିସର ଘଟାଇ ଆସୁଥିବାର ଖବର ସଭିଏ ଶୁଣି ଏକ ହେଲେଣି ଅଞ୍ଚଳ ଆସିଲେ ମାତ୍ରେ ଜବାବ ଦେବାକୁ ପଡ଼ିବ ଉକ୍ତ ଚିତା କଟା ମେସିନ ଖିଆ ଭତ୍ତାକୁ। ତେବେ ଏକ ସୂତ୍ରରୁ ଯାହା ଜଣା ପଡ଼େ ଜାଣିଏ ତଳସ୍ଥ କର୍ମଚାରୀର ପ୍ରଣୋଚନାରେ ପଡ଼ି ଭତ୍ତା ବାବୁ ଆଗ ପଛ ବିଚାର ନକରିକି, ଆବଶ୍ୟକତା ଥାଉ କି ନଥାଉ ହେଲେବି କ୍ଷମତାର ଅପବ୍ୟବହାରର ନିର୍ଦ୍ଦେଶରେ କୁପରିଣାମର ପ୍ରଭାବ ଏବେ ଉକ୍ତ କୋମଳ ଶିଶୁ ଉପରେ ପଡ଼ିବା ଦ୍ଵାରା,କେବଳ ପରିବାର ନୁହଁ ସାରା ବିଭାଗ ତଥା ଅଞ୍ଚଳବାସୀଙ୍କୁ ଏହି ଖବର ଦୋହଲାଇ ଦେଇଥିବାର ଜଣାପଡିଛି।ହେଲେ କ୍ଷମତାର ଅପବ୍ୟବହାର କରିବାର ପୂର୍ବରୁ ଥରଟିଏ ମଧ୍ୟ ଚିନ୍ତା କଲାନି ଚିତା କଟା ଭତ୍ତା ଅଫିସର ଯେ କାହାରି ପରିବାରର କୌଣସି କ୍ଷତି କରିବାରେ ଅଧିକାର ନାହିଁ ବୋଲି। ତେବେ ଦେଖିବାକୁ ତିନି ବିଭାଗୀୟ ଅଣ ଓଡ଼ିଆ ମୁଖିଆ ଯଦି କିଛି ବୁଝି ପାରୁନ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କାଲେ ବିଭଗ ବଦନାମକୁ ଭୟ ଯଦି ତେବେ ଲକ୍ଷାଧିକ ବେତନ ନେବାରେ ତୁମର ଅଧିକାର ନାହିଁ ବୋଲି ଜାଣି ରଖ।କିନ୍ତୁ ଗୋଟିଏ କୁଚକ୍ରୀ କର୍ମଚାରୀ ସହ ମିଳିତରେ ଏଭଳି ହୀନ କାର୍ଯ୍ୟ କରିଥିବାରୁ ଏହି ମାସିକିଆ ଭତ୍ତା ଅଫିସରକୁ ଧର୍ମ ମଧ୍ୟ ସହିବାନୀ ବୋଲି ଚର୍ଚ୍ଚା ବେସ ହୁଏ ସ୍ଥାନୀୟ ବିଭାଗ ଠାରୁ ଆରମ୍ଭ କରି ରାଜଧାନୀରେ ଥିବା ହେଡକ୍ୱାର୍ଟସରେ । ତେବେ କିଛି ବର୍ଷ ଧରି ଉକ୍ତ ଶିଶୁଟିର ଅବସ୍ଥା ପାଇଁ ଯଦି କେହି ଦାୟୀ ତେବେ ଏହି ଭତ୍ତା ଅଫିସର ମୁଖ୍ୟ ଖଳନାୟକ ସାଜିଥିବା ବେଳେ ଶିଶୁଟି ପାଇଁ ପରିବାର ବହୁ ଦୁଃଖ କଷ୍ଟ ସହ୍ୟ କରି,ଆସୁଥିବା ବେଳେ ଏବେବି ଶିଶୁର ଅବସ୍ଥାରେ ସେପରି କୌଣସି ସୁଧାର ଆସି ପାରିନଥିବାରୁ ମାନସିକ ଏବଂ ଶାରୀରିକରେ ବହୁ ଦୁର୍ବଳତା ରହିଥିବାର ଜାଣିବାକୁ ମିଳେ।

Leave a Reply

Your email address will not be published. Required fields are marked *