ରାଜ୍ୟ

ବାହୁ ବନ୍ଧନରେ ବୁଢା କାଳିଆ ଭାଲୁ,ଆଉ ହିରୋଇନ କିଏ?

କେନ୍ଦୁଝର – ଏବେ ଦିନକୁ ଦିନ ସାନିଧୀ ଲାଭ କରିବାରେ ଲାଗିଛି କାଳିଆ ଭାଲୁର ବାହୁ ବନ୍ଧନ ଷ୍ଟୋରୀ। ଯାହାକୁ ସଭିଏ ଜାଣନ୍ତି ,ପୁଣି ଅନେକ ଦେଖିଲେଣି ମଧ୍ୟ।ଚହଳ ପକାଇ ଚାଲିଛି ସୁପର ଡୁପର ହିଟ ହାସଲ କରିଥିବା ବାହୁ ବନ୍ଧନ ଷ୍ଟୋରୀଟି। ଦୀର୍ଘ ଦିନ ଧରି ଚାଲୁ ରହିଥିବା ବାହୁ ବନ୍ଧନ ଷ୍ଟୋରୀଟି ଏବେ ସଭିଙ୍କର ପାଖରେ ଯାଇ ପହଞ୍ଚି, ଖ୍ୟାତି ବଢି କନକ ଗୋରୀର ଓଜନ ବଢିବାରେ ଲାଗେ ।ତେବେ ଏ କାଳିଆ ଭାଲୁର ବାହୁ ବନ୍ଧନ ଷ୍ଟୋରୀଟି ତଳୁ ଉପର ଯାଏଁ ସଭିଙ୍କ ନିକଟରେ ଆଦରଣୀୟ ହୋଇ ଖୁବ ବ୍ୟାପକ ହାସଲ କରି ରାଜ୍ୟବ୍ୟାପୀ ହେବାକୁ କେହି ରୋକି ପାରିବ ନାହିଁ ବୋଲି ପ୍ରସିଦ୍ଧିକ ଛୁଗୁଲିଆ ଶ୍ରୀଖଣ୍ଡି ପ୍ରତି ଦିନ ବେସ କମେଡି କରିଥାନ୍ତି। ତଥାବି ନଈ ସେପାରି ଆମ କନକ ଗୋରୀଙ୍କ ଛାନ୍ଦ ପକାଇବାର ମାହିର,ତେଣୁ ଆଗକୁ “ବାହୁ ବନ୍ଧନ”ପରି ରୋମାଞ୍ଚକ କାର୍ଯ୍ୟକ୍ରମ ସଭିଙ୍କ ଆଦରଣୀୟ ହୋଇବ ବୋଲି ବିଶ୍ୱାସ କରାଯାଉଛି।

Leave a Reply

Your email address will not be published. Required fields are marked *