ରାଜନୀତି

ବିଜେଡିର ସାଙ୍ଗଠନିକ ବୈଠକ

ନିମାପଡ଼ା: ଆଜି ନିମାପଡା ବ୍ଲକ ଗଡ଼ପଦନପୁର ପଞ୍ଚାୟତ ଉଗ୍ରେଶ୍ଵର ଦେଉଳି ଠାରେ ବିଜୁ ଜନତା ଦଳ ତରଫରୁ ଗଡ଼ପଦନପୁର ପଞ୍ଚାୟତ ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଯୋଗ ଦେଇ କର୍ମୀ ମାନଙ୍କୁ ସଂଗଠନ କିପରି ସୁଦୃଢ ହେବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକ ରେ
ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ବିଜେଡି ବ୍ଲକ ସଭାପତି ଅଶୋକ ସାହୁ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ,ନରେନ୍ଦ୍ର ମହାନ୍ତି,
ରାମଚନ୍ଦ୍ର ମିଶ୍ର,ସୁବାସ ଚନ୍ଦ୍ର ମିଶ୍ର,
ମିହିର କୁମାର ମିଶ୍ର,ଅମୁଲ୍ୟ କୁମାର ରଥ ପ୍ରମୁଖ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *