ଜୁନିଅର ଭତ୍ତା,ମହିଳା ହୋଇ ଆଉ ଗୋଟିଏ ମହିଳା ପାଇଁ ଚକ୍ରାନ୍ତ କରୁଥିଲା
ଯୋଡ଼ା – ଗୋଟିଏ ନାରୀର ଅନେକ ରୂପ କେବେ ସେ ମା,ପୁଣି
କେବେ ସେ ଗୋଟିଏ ଭଉଣୀ,ଯେଉଁ ପାରିବାରରେ ଗୋଟିଏ ଝିଅ ଜନ୍ମ ହୁଏ,ସେ ପରିବାର କେଡେ ବଡ଼ ଭାଗ୍ୟବାନ ହୋଇଥାନ୍ତି,ସ୍ଵୟଂ ଯେପରି ମା ମାହା ଲକ୍ଷ୍ମୀଙ୍କ ସ୍ୱରୂପ। ଆଜି ଯେଉଁ ଜୁନିଅର ଭତ୍ତା ମହିଳା କର୍ମଚାରୀଙ୍କ ବିଷୟରେ ନାନାଦି ଘଟଣା ଶୁଣାଯାଉଛି,ସେ ସବୁ କିଛି ଦିନ ହେବ ସମସ୍ତ କାରନାମା ସାର୍ବଜନୀନ ହେବାକୁ ଲାଗିଛି,ସେ କିପରି ଏକ ନାରୀ ହୋଇ ଆଉ ଗୋଟିଏ ନାରୀର କ୍ଷତି କରି ସମସ୍ୟାରେ ପକାଇବାକୁ ତିଳେ ମାତ୍ରେ ପଛଘୁଂଚା ଦେଉନଥିଲା। ଆଉ ସମସ୍ତ କାରନାମାରେ ସମ୍ପୂର୍ଣ୍ଣ ସହଯୋଗ କରନ୍ତି, ସେହି ଚିତା କଟା ମେସିନ ଖିଆ ମାସିକିଆ ଭତ୍ତା ଅଫିସର (ରାଜଧାନୀ)।ଆଉ ଆଜି ଯାଏ ଆଖିରେ କଳାପଟି ବାନ୍ଧି ବସିଛନ୍ତି ରାଜଧାନୀରେ ଏକ ପ୍ରମୁଖ କ୍ଷମତାରେ ତିନି ବିଭାଗର ମୁଖ୍ୟ ଅଣ ଓଡ଼ିଆ ରାଜ୍ୟର କୁଳାଙ୍ଗାର ଅଫିସର।ଗତ କିଛି ବର୍ଷ ପୂର୍ବେ ପାଖ ଜିଲ୍ଲାରେ ଉଭୟ ମହିଳା କର୍ମଚାରୀଦ୍ବୟ ଯେବେ ନିଯୋଗ ଥିଲେ,ସେ ସମୟରେ କୁଚକ୍ରୀ ତଥା ଜୁନିଅର ଭତ୍ତା ମାଡମ,ନିଜର ସେହି ଚିତା କଟା ଶଙ୍କରା ଭତ୍ତା ଅଫିସରକୁ ପବର୍ତାଇ କି ଆଉ କୌଣସି ସୋହାଇଲା ପରି କାର୍ଯ୍ୟ କରିବା ଦ୍ୱାରା,ମେସିନ ଖିଆ ଭତ୍ତା ବାବୁ ଜୁନିଅର ଭତ୍ତା ମାଡମଙ୍କ କଥାରେ ରାଜି ହୋଇ,ଅନ୍ୟ ଜଣ ମହିଳାକୁ ହଇରାଣ ହରକତ କରିବା ଆରମ୍ଭ କରି, ପ୍ରଥମ ପର୍ଯ୍ୟାରେ ଡେପୁଟେସନ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଥିଲା।ଫଳରେ ବାର ବାର ନିରୀହ ମହିଳାଙ୍କର ନାନାଦି ସମସ୍ୟା ଭୋଗିବା ଆରମ୍ଭ ହୋଇଥିଲା ।ତେବେ ଉକ୍ତ ଚିତା କଟା ଶଙ୍କରା ଭତ୍ତା ମଧ୍ୟ ଆବଶ୍ୟକ ଥାଉ କି ନଥାଉ ଏହି ନିରୀହ ମହିଳା ଜଣଙ୍କୁ ଡେପୁଟେସନ ବାରମ୍ବାର କରି,ସମସ୍ୟାରେ ପକାଇବା ଆରମ୍ଭ କରିଦେଲେ,ଯାହା ଫଳରେ ,ଉକ୍ତ ସାଧାରଣ ମହିଳା କର୍ମଚାରୀ ଜଣକର ପାରିବାରିକ ସମସ୍ୟା ଦେଖା ଦେବା ଆରମ୍ଭ ହେବା ସହ ନିଜ ପିଲାଙ୍କ ପାଠ ପଢାରେ ଏପରି ବହୁ ବ୍ୟାଘାତ ଆରମ୍ଭ ହୋଇଥିବାର ଶୁଣିବାକୁ ମିଳେ।ତେବେ ରାଜ୍ୟର କୁଳଙ୍ଗାର ତିନି ବିଭାଗର ଅଣ ଓଡ଼ିଆ ମୁଖିଆଙ୍କ ଆଯୋଗ୍ୟାତାର ପରିଣାମ କେବଳ ଉକ୍ତ ମହିଳାଙ୍କ ବ୍ୟତୀତ ଜିଲ୍ଲା ସଦର ତଥା ମଣ୍ଡଳର ଅନ୍ୟାନ୍ୟ ବିଭାଗରେ ନିଯୋଗ ବହୁ କର୍ମଚାରୀ ଭୋଗୁଥିବାର ଜାଣିବାକୁ ମିଳେ।ତେବେ ସବୁ ଖବର ଜାଣିବା ପରେ ମଧ୍ୟ ଏହି ରାଜ୍ୟର କୁଳାଙ୍ଗାର ଅଣ ଓଡ଼ିଆ ତିନି ବିଭାଗର ପ୍ରମୁଖ ଅଧିକାରୀ ନିଜର ସେହି ଭତ୍ତା ଅଫିସରକୁ ଛତ୍ର ଛାୟା ଦେବାରେ ଭିତର ରହସ୍ୟ କିଛି ଅଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସଂସାରରେ ନାରୀ ଠାରେ ଏପରି ସବୁ ମହାନତା ଭରି ରହିଛି, ଯାହା ଜଗତ କଲ୍ୟାଣ ଲାଗିବା,ନାରୀର ତ୍ୟାଗ ଅତୁଳନୀୟ,ନାରୀର ମହାନତା ଅପୂର୍ବ ସଦା ସର୍ବଦା ରହି ଆସିଥିବା ବେଳେ ଉକ୍ତ ଜୁନିଅର ଭତ୍ତା ମହିଳା କର୍ମଚାରୀ ଜଣକ ବିଭାଗ ତଥା ବିଭାଗୀୟଙ୍କ ପାଇଁ ବିଷଧର ଠାରୁ କ୍ଷତିକାରକ