ରାଜନୀତି

ଗଧକୁ ଘୋଡା କହିବା ପାଇଁ ନବୀନ ପଟ୍ଟନାୟକ ବାଧ୍ୟ କରୁଛନ୍ତି।


ଭୁବନେଶ୍ୱର :ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଧକୁ ଘୋଡା କହିବା ପାଇଁ ଓଡିଶାବାସୀଙ୍କୁ ବାଧ୍ୟ କରୁଛନ୍ତି ବୋଲି ଇଣ୍ଡିଆନ ସିଟିଜେନସ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି। ଓଡ଼ିଆ ସ୍ୱାଭିମାନ ସହିତ ସାଲିସ ନ କରିବା ପାଇଁ ଓଡିଶାର ସାଢେ ଚାରିକୋଟି ଓଡିଆ ଏକ ହୁଅନ୍ତୁ, ଅପାରଗ, ଅଯୋଗ୍ୟ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କ ଗଧକୁ ଓଡିଶାରୁ ନିକାଲି ଦିଅନ୍ତୁ କହି ଶ୍ରୀ ରାଉତ ଓଡିଶା ବାସୀ ଙ୍କୁ ବିନମ୍ର ନିବେଦନ କରିଛନ୍ତି। ନବୀନ ପଟ୍ଟନାୟକ ମନୋନୀତ ଗଧ ପ୍ରଶାସକଙ୍କୁ ଭୁଲ ଉପଦେଶ ଯୋଗୁ ଓଡିଶା ତଳିତଳାନ୍ତ ହୋଇଗଲାଣି, ରସାତଳକୁ ଚାଲିଗଲାଣି, ଏମାନଙ୍କୁ ସତର୍କ ରହିବା ପାଇଁ ଶ୍ରୀ ରାଉତ ଓଡିଶାବାସୀ ଙ୍କୁ ବିନମ୍ର ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *