ରାଜ୍ୟ

ଶ୍ରୀ ଜଗନ୍ନାଥଙ୍କ ବିଶୃଙ୍ଖଳିତ ଦର୍ଶନ ଏବଂ ବିଶୃଙ୍ଖଳିତ ନିତିକାନ୍ତି ପାଇଁ ନବୀନ ଇସ୍ତଫା ଦିଅନ୍ତୁ : ଆଇସିପି



ଭୁବନେଶ୍ଵର – ତା ୨୨-୧୧-୨୦୨୩ ରିଖ:
ବିଶ୍ବପ୍ରସିଦ୍ଧ ଓଡ଼ିଆ ଢଗଢମାଳି ରେ ଗୋଟିଏ ଢଗ ଅଛି ” ମୋତେ ଯେତେ ମାଠିବୁ ମାଠ୍ , ମୁଁ ସେହି ଦରପୋଡ଼ା କାଠ୍ “।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପରାମର୍ଶ ଦାତା ଭିକେ ପାଣ୍ଡିଆନ ଦୀର୍ଘ ୨୩ ବର୍ଷ ଓଡ଼ିଶା ଶାସନ କରି ଶ୍ରୀ ଜଗନ୍ନାଥ ଭକ୍ତ ମାନଙ୍କୁ ସୁରକ୍ଷା ଦେଇ ପାରିଲେ ନାହିଁ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରି ପାରିଲେ ନାହିଁ ଏବଂ ଶୃଙ୍ଖଳିତ ନୀତିକାନ୍ତି ମଧ୍ଯ କରି ପାରିଲେ ନାହିଁ ଏଥିରୁ ଜଣାପଡୁଛି ଦୁଇଜଣ ନିର୍ବୁଦ୍ଧିଆଙ୍କ ହାତରେ ଓଡ଼ିଶା ବାସୀ ଶାସନ ଟେକି ଦେଇଛନ୍ତି। ନବୀନ ପଟ୍ଟନାୟକ ମୁକ୍ତ ଓଡ଼ିଶା ଗଠନ ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ଓଡ଼ିଶା ବାସୀ ଙ୍କୁ ଆହ୍ୱାନ ଦେବା ସହିତ ନବୀନ ପଟ୍ଟନାୟକ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି।
!! ଇତି !!

Leave a Reply

Your email address will not be published. Required fields are marked *