ଦେଶ- ବିଦେଶ

ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର

ନୂଆଦିଲ୍ଲୀ, :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍‌, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି। ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ ୩ ବଜେଟ ୬୦୦କୋଟି ଟଙ୍କାର ଦୁଇଗୁଣ ଅଧିକ ଟଙ୍କା ଆୟ କରିଛନ୍ତି।

ଅକ୍ଟୋବର ୨୦୨୧ରୁ ଏବେ ଯାଏଁ ଅଦରକାରୀ ଜିନିଷ ବିକ୍ରି କରି ସରକାର ୧୧୬୩ କୋଟି ଟଙ୍କା ପାଇଛନ୍ତି। କେବଳ ଅକ୍ଟୋବରରେ ହିଁ ସରକାର ଅନାବଶ୍ୟକ ଫାଇଲ ବିକ୍ରି କରି ୫୫୭କୋଟି ଟଙ୍କା ଆମଦାନୀ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *