ରାଜ୍ୟ

ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ।


ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦୀବସ ସ୍ଥାନୀୟ ରାଧାକୃଷ୍ଣ ଧର୍ମଶାଳା ଠାରେ ପାଳିତ ହୋଇଯାଇଛି ।ଏହି ଉତ୍ସବ ରେ ସଂଘ ର ଉପ ସଭାପତି ଗୋରେଖନାଥ ବରିହା ପତାକା ଉତ୍ତୋଳନ କରିଥିଲେ । ପରେ ସଂଘର ସଭାପତି କରୁଣା କର ବୁଡେକ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ୭୫ ତମ ଗଣତନ୍ତ୍ର ଦିବସ ଉପରେ ଆଲୋକପାତ କରି ଅଞ୍ଚଳ ର ବିକାଶ ଦିଗରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ।ଏଥିରେ ସଂଘ ସମସ୍ତ କର୍ମକର୍ତ୍ତା ସହ ଆଦିବାସୀ ନେତା ଗିରିଧାରୀ ଭୋଇ ଉପସ୍ଥିତ ଥିଲେ |ଅନ୍ୟମାନଙ୍କ ମଧ୍ୟ ସଂଘର ଉପଦେଷ୍ଟା ଜଗଦୀଶ ଭୋଇ ,କୋଷାଧ୍ୟକ୍ଷ ଘନ ଭୋଇ,ସଂପାଦକ ବିମଳ କୁମାର ବାଗ , ସହ ସଂପାଦକ ଗୁଣନିଧି ପୁଟେଲ,ପିତରାଜ ଧରୁଆ ,ଅଭିମନ୍ୟୁ ବାଗ , ଘନ ବରିହା , ଶେଷଦେବ ସିଂ ନାଏକ ,ଲଲିତ ମଲ୍ଲିକ , ଚନ୍ଦ୍ରଶେଖର ବରିହା , ଦୁର୍ଯ୍ୟୋଧନ ବର୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *