ବାଣିଜ୍ୟ

ରେଳ ବଜେଟ: ଓଡିଶାକୁ ୧୦,୫୩୬ କୋଟି ଅନୁଦାନ

ନୂଆଦିଲ୍ଲୀ, : ଗୁରୁବାର ଲୋକସଭାରେ ଅନ୍ତରୀଣ ବଜେଟ ଆଗତ ହୋଇଥିଲା ବେଳେ ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କା ଅନୁଦାନ ମିଳିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନ ଦେଇଛନ୍ତି। ବିଗତ ୩ ବର୍ଷ ହେବ ଓଡ଼ିଶାକୁ ହାରାହାରି ୧୦ ହଜାର କୋଟି ଟଙ୍କାର ଅନୁଦାନ ମିଳୁଛି। ଓଡ଼ିଶାରେ ରେଳ ୧୦୦% ବିଦ୍ୟୁତକାରଣ ହୋଇଥିବା ମଧ୍ୟ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *