Oplus_16908288
ଭୁବନେଶ୍ୱର : ପୂର୍ତ୍ତ ବିଭାଗରେ କୋଟିକୋଟି ଟଙ୍କା ଖୋଳ କରି ଭୁବନେଶ୍ୱରର ତାରକା ହୋଟେଲ ରେ ମଉଜ ମସ୍ତି କରୁଥିବା ଭ୍ରଷ୍ଟାଚାରୀ ନବରଙ୍ଗପୁର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧର କନ୍ଧ ପାଣିଙ୍କୁ ବହିଷ୍କାର କରିବାକୁ ଦାବି ହୋଇ ଆସୁଛି! ଯନ୍ତ୍ରୀ କନ୍ଧପାଣି କୋରାପୁଟ ଡିଭିଜନ ରେ ଥିବା ସମୟରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ ବୋଲି ବର୍ତମାନର ଅଧିକ୍ଷଣ ଯନ୍ତ୍ରୀ ଆମର ପ୍ରତିନିଧିଙ୍କୁ କହିଛନ୍ତି ! ଏସଡିଓ, ଜେଇ ମାନଙ୍କ ଉପରେ ଚାପ ପ୍ରୟୋଗ କରି ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଉଛନ୍ତି କନ୍ଧ ପାଣି ବାବୁ, ରାୟଗଡା ସହର ରେ ୪ଟି ମୂଲ୍ୟବାନ ପ୍ଲଟ ସହିତ ୨ଟି ବିଳାସ ପୂର୍ଣ୍ଣ ଗୃହ ଯନ୍ତ୍ରୀ କନ୍ଧପାଣି ବାବୁଙ୍କ ଥିବା ଚର୍ଚ୍ଚା ହେଉଛି ! କ୍ଷୀରଧର କନ୍ଧପାଣି ଅଫିସକୁ ସବୁଦିନ ନିଜ ଇଛାରେ ଆସନ୍ତି ଓ ଠିକାଦାର ମାନଙ୍କ ଠାରୁ ବ୍ୟାଗ ଭର୍ତ୍ତି କରି ପିସି ଟଙ୍କା ନେଇ ଯାଆନ୍ତି ବୋଲି ଠିକାଦାର ସୁଶାନ୍ତ ମାଝୀ ପ୍ରକାଶ କରିଛନ୍ତି ! କନ୍ଧପାଣି ବାବୁ ରାଜଧାନୀ ରେ ପିସି ଟଙ୍କାରେ ଅନେକ ପ୍ଲଟ ଓ ଫ୍ଲାଟ କିଣିଛନ୍ତି ବୋଲି ପୂର୍ବତନ ମୁଖ୍ୟଯନ୍ତ୍ରୀ ଅରବିନ୍ଦ ତ୍ରିପାଠୀ କହିଛନ୍ତି ! ଭିଜିଲାନ୍ସ ବିଭାଗ ମୋ ହାତରେ ରହିଛି ତେଣୁ ପିସି ଖାଇଲେ କିଛି ହେବନି ବୋଲି ଯନ୍ତ୍ରୀ କନ୍ଧପାଣି କହି ବୁଲୁଛନ୍ତି, ପୂର୍ତ୍ତ ବିଭାଗ ମନ୍ତ୍ରୀ ଓ ସଚିବଙ୍କୁ ମୋଟା ଅଙ୍କର ଦେଇ ମୋର ସ୍ଥିତି କୁ ଦୃଢ କରିଛି! କଳା ଟଙ୍କାର ପାହାଡ଼ ଉପରେ ବସିଥିବା ଡକାୟତ ଯନ୍ତ୍ରୀ ସାଧାରଣ ଜନତାଙ୍କ ଟିକସ ଟଙ୍କାରେ ଅୟସ କରୁଥିବା ଅଭିଯୋଗ ହେଉଛି!
