ରାଜ୍ୟ

କାହା ଚାପରେ ଲାବ-ଟେକସିଆନଙ୍କ ହୃଦଘାତ?

Spread the love

ଯୋଡ଼ା:-ଦୁର୍ନୀତି’ଅନୀତି ବ୍ୟତୀତ ବହୁ ଅତ୍ୟାଚାର ଚରମସୀମା ଅତିକ୍ରମ କରିଛି ଯୋଡ଼ା ଖଣିବିଭାଗର-ଡ଼ିଡ଼ିସିଏ।ହେଲେ’ବି ଜଳକା ପରି,ଚାହିଁଛନ୍ତି ରାଜ୍ୟ ଖଣି-ନିର୍ଦ୍ଦେଶକ ରୋହିତ କୁମାର ବୋଲି ଆଜି ଗୋଟିଏ ମୂଲ୍ୟବାନ ଜୀବନ ଦୀପ ଲିଭିବାକୁ ବସିଛି ବୋଲି ପ୍ରମାଣ ଦେଖିବାକୁ ମିଳେ।ତେବେ ତଥ୍ୟଭିତ୍ତିକ ପ୍ରମାଣିତ ଅନୁଯାୟୀ ରାଜ୍ୟର ଯୋଡ଼ା ଏବଂ କୋଇଡା ଖଣିକ୍ଷତ୍ରର ପ୍ରାୟ ସମସ୍ତ ଉଚ୍ଚମାନର ଲୁହାପଥରକୁ ଯୋଡ଼ା ଡ଼ିଡ଼ିଏମ ଅଫିସ’ସ୍ଥିତ ପ୍ରୟୋଗଶାଳାର ଖୋଦ ଡ଼ିଡ଼ିସିଏ-ସୋରେନ ଏବଂ ସସ୍ମିତା,ଅସାଧୁ କମ୍ପାନୀଙ୍କୁ ଡୁପ୍ଲିକେଟ ରିପୋର୍ଟ ଦେଇ,ଅସାଧୁ ଉପାୟରେ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ବେଳେ ସୋରେନ ଏବଂ ସସ୍ମିତା ଲକ୍ଷାଧିକ ଆଦାୟରେ ଦୁର୍ନୀତି’ଅନୀତି ଏପରି ଅତ୍ୟାଚାର ଚରମସୀମା ଯୋଡ଼ା ଖଣିବିଭାଗର-ଲାବ’ର କେଇ ବିଭାଗୀୟଙ୍କ ଠାରେ ଚାପ ପ୍ରୟୋଗ କରିବାରେ କନିଷ୍ଠ ପ୍ରାଯୁକ୍ତିକ ପ୍ରଶାନ୍ତ ବଦ୍ରା ହୃଦଘାତର ଶୀକାର ହୋଇ ଭୁବନେଶ୍ୱରର ଏକ ମେଡିକାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମରେ ଛଟପଟ ହେଉଥିବାର ଜଣାପଡେ।ତେବେ ନିର୍ଦ୍ଦେଶକ ରୋହିତଙ୍କ ଅକର୍ମା ଯୋଗୁଁ ଯୋଡ଼ା ଲାବ’ର ରେକର୍ଡ ତଥ୍ୟ ଯାହା ବଖାଣୁଛି ଯେ ଦୀର୍ଘ ସମୟ ଧରି,ଟେକସିଆନ ଶ୍ରୀ ବଦ୍ରାକୁ ଶାରରିକ ଏବଂ ମାନସିକ ନିର୍ଯାତନା ଦେବା ସହ ବର୍ଷବର୍ଷ ଧରି ଟେକସିଆନ ଜଣକର,ଲାବରେ କାର୍ଯ୍ୟଦେଶ ଜଣାନଥିବାର ସାଙ୍ଘାତିକ ବିଷୟ ପଦାକୁ ଆସିବା ସୁଦ୍ଧା ଶ୍ରୀ ବଦ୍ରାଙ୍କୁ ଯାବତୀୟ କାର୍ଯ୍ୟ କରାଯିବା ସହିତ ଚାପ ପକାଯିବାରେ ଖଣି-ନିର୍ଦ୍ଦେଶକଙ୍କ ଦାୟତ୍ୱ ହୀନତାରେ ସରକାର ନିଶ୍ଚୟ ତୁରନ୍ତ ବିଚାରକୁ ନେବେ ବୋଲି ସାଧାରଣରେ ଆଶା ଓ ବିଶ୍ୱାସ ଜଣାପଡେ।

Leave a Reply

Your email address will not be published. Required fields are marked *

error: Content is protected !!