ଯାଜପୁର : କଥାରେ ଅଛି ଅର୍ଥ ମଣିଷକୁ ଅନର୍ଥ ଦିଗକୁ ଟାଣି ନିଏ ଓ କୁପଥ ମାର୍ଗରେ ଯିବାକୁ ମନ ଟାଣିଥାଏ! ଜଳସମ୍ପଦ ବିଭାଗ ଯାଜପୁର ଜିଲ୍ଲାର ବରୀ ଏସଡିଓ ମନୋରଞ୍ଜନ ତ୍ରିପାଠୀଙ୍କ ପରକିୟା ପ୍ରୀତି ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି!ସବଡ଼ିଭିଜନ ରେ ଦୀର୍ଘ ବର୍ଷ ହେଲା ରହିବା ଯୋଗୁ ମନୋରଞ୍ଜନ ବାବୁଙ୍କ ଏକ ମହିଳାଙ୍କ ସହିତ ମଧୁର ସମ୍ପର୍କ ସୃଷ୍ଟି ହୋଇ ଏବେ ପ୍ରେମରେ ପରିଣତ ହୋଇଯାଇଛି, ଯାହା ଫଳରେ ସବୁ ଟଙ୍କା ପଇସା ଏହି କାର୍ଯ୍ୟ ରେ ଏସଡିଓ ବାବୁ ଉଡାଇ ଦେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି,! ସବୁ ଦରମା ଟଙ୍କା ଖରପ କାର୍ଯ୍ୟ କରି ଉଡାଇ ଦେଉଥିବା ଏସଡିଓ ମନୋରଞ୍ଜନ ବାବୁ ଏବେ ପତ୍ନୀ, ପୁଅ, ଝିଅ ଙ୍କୁ ଆଉ ଟଙ୍କାଟିଏ ବି ଦେଉ ନାହାନ୍ତି କି ଘରକୁ ଯାଉ ନାହାନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି! ବରୀ ଓ ଭୁବନେଶ୍ୱର ରେ ମଉଜ ମସ୍ତି କରି ରଙ୍ଗୀନ ଜୀବନ ଜାପାନ କରୁଥିବା ମନୋରଞ୍ଜନଙ୍କ ଘର, ପିଲା ଛୁଆ, ପତ୍ନୀଙ୍କ କଥା ଏକ ପ୍ରକାର ମନରୁ ଭୁଲି ଯାଇଛନ୍ତି ବୋଲି ଶୁଣିବାକୁ ମିଳୁଛି! ନିଜ ପାରିବାର ଙ୍କୁ ପଚାରୁନଥିବାରୁ ପତ୍ନୀ ଓ ପିଲା ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିବା ଶୁଣିବାକୁ ମିଳୁଛି! ଏସଡିଓ ମନୋରଞ୍ଜନ ତ୍ରିପାଠୀଙ୍କ ପରି ବ୍ୟକ୍ତି ପତ୍ନୀ, ପୁଅ ଝିଅଙ୍କୁ ପାଖରେ ନ ରଖି ଗାଆଁ ରେ ରଖିବା ଓ ସେମାନଙ୍କୁ ଆର୍ଥିକ ସାହାଯ୍ୟ ନ କରି ଦୁରେଇ ରହିବାକୁ ବୁଦ୍ଧିଜୀବୀ ମାନେ ନା ପସନ୍ଦ କରିଛନ୍ତି! ପରକିୟା ରେ ଲିପ୍ତ ବରୀ ଏସଡିଓଙ୍କ କଥା ଏବେ ସେଚସଦନ ଖଟିରେ ଚର୍ଚ୍ଚା ହେଉଛି, ଏବେ ଦେଖିବାକୁ ବାକି ରହିଲା ଏସଡିଓ ମନୋରଞ୍ଜନ ବାବୁଙ୍କ ମହୁ ଫେଣା ରୁ କେବେ ମୋହ ଛାଡିବ ଓ ନିଜ ପରିବାର ପ୍ରତି ମନ ବଳିବ, ଆଗାମୀ ସଂଖ୍ୟାରେ ଅନେକ ତଥ୍ୟ ପ୍ରକାଶ ପାଇବ,
