ରାଜ୍ୟ

ମିଥ୍ୟା କେସ କରୁଥିବା ମମତା ବେହେରା ଓ ଉଦୟ ସାହୁ ଉପରେ ପୋଲିସ ପ୍ରଥମେ ତଦନ୍ତ କରନ୍ତୁ

Spread the love

ଭୁବନେଶ୍ୱର : ଅଭ୍ୟାସ ଗତ ଏତଲା କାରି ଉଦୟ ସାହୁ ଓ ତାର ସ୍ତ୍ରୀ ମମତା ବେହେରା ମିଛ କେସ ଦେବାରେ ବୋଧହୁଏ ରାଜ୍ୟରେ ଏକ ନମ୍ବର, ମମତା ବେହେରା ନାମକ ମହିଳା ସମାଜ ଆଇନା ସମ୍ପାଦକ ତଥା ବରିଷ୍ଟ ସାମ୍ବାଦିକ ମନୋଜ ସେଠ୍ଙ୍କ ଓ ଯୁବ ସମାଜସେବୀ ଦୀପକ ସାହୁଙ୍କ ନାମ ମିଥ୍ୟା କେସ ରୁଜୁ ହୋଇଛି,ବରିଷ୍ଟ ସାମ୍ବାଦିକ ତଥା ସମାଜ ଆଇନା ର ସମ୍ପାଦକ ଅଭିଯୋଗ କାରିଣୀଙ୍କୁ କେବେ ଗାଳି ମନ୍ଦ କରିନାହାନ୍ତି, କିନ୍ତୁ ମନ୍ଦ ଉଦେଶ୍ୟ ରଖି ମମତା ବେହେରା ବାରମ୍ବାର ତାଙ୍କୁ ହଇରାଣ କରୁଛନ୍ତି, ଏଠାରେ ସୂଚନା ଥାଉକି ମମତା ବେହେରା ବଡ଼ଚଣା ଥାନାରେ ଏପରି ମିଥ୍ୟା କେସ ରୁଜୁ କରିଥିଲା, ଯାହା ସମ୍ପୂର୍ଣ ମିଥ୍ୟା ଓ କଳ୍ପଳକଳ୍ପିତ ଥିଲା, ବଡ଼ଚଣା ଥାନା ଅଧିକାରୀ ମମତା ବେହେରା ଓ ତାଙ୍କର ବ୍ଲାକ ମେଲର ସାଥୀ ଉଦୟ ସାହୁଙ୍କୁ ଭର୍ଚନା କରି ଥାନାରୁ ଧକିଆ ମାରି ବିଦା କରି ଦେଇଥିଲେ, ପୁର୍ବରୁ ଉଦୟ ମୋବାଇଲି ଚୋରୀ, ମହିଳା ଅଫିସଙ୍କୁ ଟଣା ଓଟରା ଏବଂ ଏକ ପରିବା ଦୋକାନରୁ ଆଳୁ ଚୋରୀ କେସ ରେ ୧୦ଥର ଜେଲ ଯାଇଥିବା ର ଥାନା ଅଧିକାରୀ ଜାଣିବାକୁ ପାଇଥିଲେ, ,ଉଦୟ ସାହୁର ପାରିବାରିକ ବିବାଦ ନିଜ ଭାଇ ଦିପକ ସାହୁ ସହିତ ସର୍ବଦା ରହି ଆସିଛି, ଦୀପକ କହିବା କଥା ଉଦୟ ଆମ ପାରିବାର ର କଳଙ୍କ ହୋଇ ଥିବାରୁ ତାକୁ ଗାଁ ରୁ ବିଦା କରିଛୁ,ଦିପକ ସାହୁଙ୍କ ସହିତ ଉଦୟ କରିଥିବା ବାର୍ତା ଆଳାପ ରେ ମନୋଜ ସେଠ୍ ଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହିତ କିପରି ଫସାଉଛି ତାହାର ରେକଡିଂ ହସ୍ତଗତ ହୋଇଛି, ଉଦୟ ୭ଟି ମିଥ୍ୟା କେସ ଦେଇ ହାରସ ହେବାପରେ ତାର ତୃତୀୟ ସ୍ତ୍ରୀ ମମତା ବେହେରାଙ୍କୁ ଲଗାଇ ମିଥ୍ୟା କେସ ଦେବାରେ ଲାଗିଛି, ଉଦୟ ନାମରେ ବଡ଼ଚଣା ଥାନାରେ ୧୭ଟି ମାମଲା ଥିବାବେଳେ କୁଆଖିଆ, ଚାଉଳିଆଗଞ୍ଜ, ସହିଦ ନଗର, କ୍ୟାପିଟାଲ ଥାନା, ଭବାନୀପାଟଣା ଥାନାରେ ମଧ୍ୟ୍ୟ ମାମଲା ରହିଛି,ଏଠାରେ ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ଦିପକ ସାହୁ ସହିତ ମନୋଜ ସେଠ୍ ଙ୍କ କୌଣସି ସମ୍ପର୍କ ନାହିଁ, ଦିପକ ସାହୁ ହେଉଛନ୍ତି ଉଦୟ ସାହୁର ସାନ ଭାଇ, କିନ୍ତୁ ମମତା ବେହେରା ଓ ଉଦୟ ସାହୁ ଟାର୍ଗେଟ କରି ଦିପକ ସାହୁ ସହିତ ମନୋଜ ସେଠ୍ ଙ୍କୁ ବିଭିନ୍ନ ମିଛ କେସ ରେ ଯୋଡି ଅଯଥା ହଇରାଣ କରୁ ଥିବାର ଜଣାପଡିଛି,ଅଭ୍ୟାସ ଗତ ଏତଲାକାରିଓ ଅପରାଧୀ ମମତା ବେହେରା ଓ ଉଦୟ ସାହୁ ମିଥ୍ୟା କେସ କରି ପୋଲିସ ଓ ସରକାରଙ୍କୁ ହଇରାଣ କରୁଥିବା ରୁ ସେମାନଙ୍କ ଉପରେ ପ୍ରଥମେ ପୋଲିସ ତଦନ୍ତ କରି ତାପରେ କେସ ରୁଜୁ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି

Leave a Reply

Your email address will not be published. Required fields are marked *

error: Content is protected !!