ରାଜ୍ୟ

ଚାଲିଗଲେ ସୁକାନ୍ତ,ଝୁରୁଛି ଦ୍ୱାରପାଳ-ଚିତ୍ରଗୁପ୍ତ

Spread the love

ଚମ୍ପୁଆ:-ଛାଡି ଚାଲିଲେ ଆଉ ନାହାଁନ୍ତି-ସୁକାନ୍ତ,ହେଲେ ଝୁରୁଛନ୍ତି ଦୁଇ ଦ୍ୱାରପାଳ-ଚିତ୍ତଗୁପ୍ତ।ବଡ ଦୁଃଖଦ ଘଟଣା ଘଟି ଯାଇଛି,ବିଶେଷ କରି ଉଭୟଦ୍ବୟ ଦ୍ୱାରପାଳ ଚିତ୍ତଗୁପ୍ତଙ୍କ କ୍ଷେତ୍ରରେ ବୋଲି ଦେଖିବାକୁ ମିଳେ।ତେବେ ପ୍ରାୟଦିନ କେତେ ଡହକବିକଳ ହୁଅନ୍ତି ରିସର୍ଚ୍ଚ-ଲାବୋରଟରୀର ଦୁଇ ଦ୍ୱାରପାଳ ଚିତ୍ତଗୁପ୍ତ-ସାହୁକୁ ବାରିକ।ହେଲେ ଆମ୍ଭେ ମଧ୍ୟ ଉପାୟଶୂନ୍ୟ ଯେ ଅବସର ପୁଣି କେହି କଣ ଆଉ ଫେରେ’କି କିନ୍ତୁ ଚିତ୍ତଗୁପ୍ତ ବୁଝିବା ଦରକାର,ଯିଏ ଥରେ ଚାଲିଲା ତୁମକୁ ଛାଡି-ସାହୁ ଏବଂ ବାରିକକୁ(ଚିତ୍ତଗୁପ୍ତ),ସିଏ କଣ ଆଉ ଫେରିବ-ଅସମ୍ଭବ।ହେଲେ ଏକ୍ସ ଜେଡିସିଏ ସୁକାନ୍ତ କ୍ଷେତରେ ନିମ୍ନକାର୍ଯ୍ୟ ତଥା ଅଲାଜୁକ କାର୍ଯ୍ୟ କରିବା କିମ୍ବା ଫେରିବା କଣ କିଛି ବଡ କଥା-ପୁଣି ଫେରିବା ହୋଇପାରେ ସମ୍ଭବ।ତେବେ ପୂର୍ବ ପରି ଯୋଡ଼ା ଆସି ଡ଼ିଡ଼ିସିଏ ତଳେ ପଡିଯାଇ-ମାସିକିଆ ଭତ୍ତା ଯଦି ମିଳନ୍ତା,ତେବେ କିଛି ହୁଅନ୍ତା,ହେଲେ ‘ସୋରେନ’ କଣ ଆଉ ଦେବ?ତେଣୁ ସବୁ ଗଡବଡ ହୋଇଗଲା କିନ୍ତୁ ଭକ୍ତ ଚିତ୍ତଗୁପ୍ତ ଦ୍ବୟକୁ କିଏ ବୁଝେଇବ?ଆରେ ଚଣ୍ଡାଳ ଏବେ’ତ ବୁଝିଯା,ଭତ୍ତା ସିନା ନାହିଁ,ହେଲେ ରାତି ପାହିଲା ବେଳକୁ ଜାଲିଆ ନିଶ୍ଚୟ ପାଖରେ ଅଛି-ଡ଼ିଡ଼ିସିଏ।ହେଲେ ଲାଭ କଣ ସେ ମଜା କୁଆଡୁ ଆସିବ ରାଉଳ ମଧ୍ୟରେ ସୁକାନ୍ତ’ର ବୋଲି ଛଟପଟ ହୋଇ କୁହନ୍ତି ଦୁଇ ଅନ୍ଧ’ଭକ୍ତ ଚିତ୍ତଗୁପ୍ତ-ସାହୁକୁ ବାରିକ।ତେବେ ଏବେ କଣ ହେବ ଦୁଇ ଅନ୍ଧଭକ୍ତ-ଚିତ୍ତଗୁପ୍ତଙ୍କର?ହେଲେ ଆମ୍ଭେ ଚିତ୍ତଗୁପ୍ତ-ଦ୍ବୟ ପୂର୍ବପରି ଭତ୍ତାର ପନିପରିବା,ବଜାରଘାଟ,ସବୁ-ବୋଲହାକ କରିବୁ କିନ୍ତୁ ଜାଲିଆ-ଡ଼ିଡ଼ିସିଏ’ର ନୁହଁ,ଆମକୁ ସୁକାନ୍ତ ଦରକାର ମାନେ ଦରକାର-ଚିତ୍ତଗୁପ୍ତ।

Leave a Reply

Your email address will not be published. Required fields are marked *

error: Content is protected !!