ରାଜ୍ୟ

ଲାବରେ ଲୁଡୋ ଖେଳ-ପ୍ରବଳ ଭିଡ”ମହିଳାଷ୍ଟାଫ’ର ହାତ ତିଆରି ‘ଚା’ ବିକାଳି-ମୁରଲୀ

Spread the love

ଯୋଡ଼ା:-ରାଜ୍ୟ ଖଣି-ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ଅଧିନସ୍ଥ ଯୋଡ଼ା ଖଣିବିଭାଗର-ପ୍ରୟୋଗଶାଳାରେ ପ୍ରତିଦିନ ଲୁଡୋ ଖେଳରେ ପ୍ରବଳ ଭିଡ।ତେବେ ସରକାରୀ ପ୍ରୟୋଗଶାଳାରେ ଏହି ଲୁଡୋ ଖେଳର ଅସାର ନିତିଦିନ ଖୁବ ରୋମାଞ୍ଚକ ପାଲଟିଥିବା ବେଳେ ଆଗକୁ ପଶାପାଲି ଏବଂ ତାସ ଖେଳ ମଧ୍ୟ ନିଶ୍ଚୟ ଆରମ୍ଭ ହୋଇପାରେ। ହେଲେ ଅଫିସ କାର୍ଯ୍ୟ ସମୟରେ,ସରକାରୀ ଖଣିବିଭାଗର-ପ୍ରୟୋଗଶାଳାରେ ଲୁଡୋ ଖେଳ ଚାଲିବା କେବଳ ଅଲାଯୁକ ନିର୍ଦ୍ଦେଶକଙ୍କର ଗାଣ୍ଡୁ ତଥା ଦୁର୍ନୀତିଖୋର ଡ଼ିଡ଼ିସିଏ-ସୋରେନ ଦ୍ୱାରା ହିଁ ସମ୍ଭବ ବୋଲି ପ୍ରମାଣ କରିଛି।ହେଲେ ଏହି ସୁଯୋଗର ଲାଭ ଉଠାଇ,ମହିଳା କର୍ମଚାରୀ(ଶାଢ଼ୀ ରଙ୍କୁଣୀ)ଶୀତଦିନକୁ ଦୃଷ୍ଟିରେ ରଖି ଗରମ’ଗରମ ‘ଚା’ ତିଆରି କରୁଥିବା ବେଳେ ରିଫ୍ୟୁଜି ମୁରଲୀ, ଲାବ’ଷ୍ଟାଫ-କ୍ରୀଡାବିତଙ୍କ ନିକଟରେ ବୋହି ଆଣି ପହଞ୍ଚାଇବା କାର୍ଯ୍ୟ କରୁଥିବାର ଜଣାପଡେ।ଏପରିକି ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରୁଥିବା ମୋଟା ସ୍କାମ’ଟଙ୍କା ବ୍ୟତୀତ ‘ଚା’ ତିଆରିରେ ମହିଳା’ଷ୍ଟାଫ ଏବଂ ରିଫ୍ୟୁଜି ମୁରଲୀ ବିକ୍ରିରେ ଆଉ ଦୁଇ ପଇସା ମିଳିପାରୁଛି ବୋଲି ବିଭାଗୀୟରୁ ସୂଚନା ମିଳେ।ତେବେ ସେ ଯାହାହେଉ,ଏଭଳି ପଥରଚୋର ତଥା ଦୁର୍ନୀତିଖୋର ଡ଼ିଡ଼ିସିଏ-ସୋରେନ ନିମନ୍ତେ ଖଣି-ନିର୍ଦ୍ଦେଶକ ରୋହିତ କିମ୍ବା ମାଗଣାଖିଆ ରଜତ କର ଆଗକୁ ଯୋଡ଼ା ଖଣିବିଭାଗକୁ ଆସିଲେ,ଲାବ’ଷ୍ଟାଫଙ୍କ ସହ ଲୁଡୋ ଖେଳ ସାଙ୍ଗକୁ ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରାଯାଉଥିବା ସ୍କାମ ଟଙ୍କାରେ,ଗରମ’ଗରମ ‘ଚା’ ମାଗଣା ପିଇବାକୁ ମିଳିବା ଥୟ।

Leave a Reply

Your email address will not be published. Required fields are marked *

error: Content is protected !!