ରାଜ୍ୟ

ପୂର୍ତ୍ତ ବିଭାଗକୁ ବଦନାମ କରୁଥିବା ଦୁର୍ନୀତିଗ୍ରସ୍ତ ନବରଙ୍ଗପୁର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧରକୁ ବହିଷ୍କାର କେବେ?

Spread the love

ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲାକୁ ବିନାଶ କରୁଥିବା ଭ୍ରଷ୍ଟାଚାରୀ, ଡକାୟତ ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧର କଢପାଣିଙ୍କୁ ଚାକିରିରୁ ବହିଷ୍କାର ସହିତ ଭିଜିଲାନ୍ସ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି, ସଚିବ ସଞ୍ଜୟ ସିଂଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ନିଜର ପଦବୀର ଅପବ୍ୟବହାର କରିବା ସହିତ ଲକ୍ଷ ଲକ୍ଷ ଟଙ୍କା ପିସି ଅଧିକ୍ଷଣ ଯନ୍ତ୍ରୀ ନେଉଥିବା ଜିଲ୍ଲାରେ ଚର୍ଚ୍ଚା ହେଉଛି, ଠିକାଦାର ମାନଙ୍କୁ ଡକାଇ କାମଦେବା ବାହାନାରେ ୧୫ ପ୍ରତିଶତ ପିସି ଆଗୁଆ ନେଉଥିବା ଠିକାଦାର ସନ୍ତୋଷ ଦିଗଲ କହିଛନ୍ତି,ଏଠାରେ ସୂଚାଇ ଦିଆଯାଇପାରେ ଯେ ଅଧିକ୍ଷଣ ଯନ୍ତ୍ରୀ କୋରାପୁଟ ଜିଲ୍ଲାର ଜୟପୁର ଡିଭିଜନ ରେ ଥିବା ସମୟରେ ବହୁତ ମିଥ୍ୟା ବିଲ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରି ଭୁବନେଶ୍ୱର ରେ ବେନାମୀ ଫ୍ଲାଟ ଓ ପ୍ଲଟ କିଣିଥିବା ପୂର୍ବତନ ମୁଖ୍ୟ ଯନ୍ତ୍ରୀ ମନୋରଞ୍ଜନ ମିଶ୍ରଙ୍କ ନିକଟରେ ଅଭିଯୋଗ ହୋଇଥିଲା, ସେତେବେଳେ ସଚିବ ଭି ଭି ଯାଦବ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ କ୍ଷୀରଧର ଙ୍କୁ ତାଗିଦ କରିବାକୁ ସର୍କଲ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ, ଚୋର ମୁହାଁ ଡକାୟତ ଯନ୍ତ୍ରୀ କୋରାପୁଟ ରେ ରାସ୍ତା ଘାଟ ନିର୍ମାଣ ନିମ୍ନମାନର କରିବା ସହିତ ଠିକାଦାରୀ କାର୍ଯ୍ୟ କରି କୋଟିକୋଟି ଟଙ୍କା ର ମୁନଫା କମାଇଛନ୍ତି, ଏବେ ନବରଙ୍ଗପୁର ରେ ଅଧିକ୍ଷଣ ଯନ୍ତ୍ରୀ କ୍ଷୀର ଧର ଟେଣ୍ଡର ଫିକ୍ସ ଠାରୁ ଆରମ୍ଭ କରି ପିସି ନେବା କାର୍ଯ୍ୟ ଜାରି ରଖିଛନ୍ତି, ଅଫିସକୁ ସଠିକ ସମୟରେ ନ ଆସି ସଞ୍ଜ ନଇଁଲେ ଆସି ନିଜର ପିସି ଟଙ୍କା କୁ ଠିକାଦାର ମାନଙ୍କ ଠାରୁ ବ୍ୟାଗରେ ପୁରାଇ ଘରକୁ ଫେରି ଥାନ୍ତି, ନବରଙ୍ଗପୁର ର ବିଜେପି ବିଧାୟକ ଓ ନେତାକୁ ମୋଟା ଅଙ୍କର ଅର୍ଥ ଦେଇ ଡକାୟତ ଯନ୍ତ୍ରୀ କ୍ଷୀର ଧର ନିଜ ହାତ ମୁଠାରେ ରଖି ଦୁର୍ନୀତି, ଅନୀତି କରିଚାଲୁଛନ୍ତି ବୋଲି ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି, ପିସି ମାଷ୍ଟର ଡକାୟତ ଯନ୍ତ୍ରୀ କ୍ଷୀରଧର ସାଧାରଣ ଜନତାଙ୍କ ଠାରୁ ରାସ୍ତା ଘାଟ ସମସ୍ୟା ଶୁଣନ୍ତି ନାହିଁ କି କାହାରି ଫୋନ ଉଠାଉ ନାହାନ୍ତି,କିଛି ଏସଡିଓ ଏବଂ କନିଷ୍ଟ ଯନ୍ତ୍ରୀ ମାନଙ୍କ ଉପରେ ଚାପ ପ୍ରୟୋଗ କରି ନିମ୍ନମାନର ରାସ୍ତା ଘାଟ, ବ୍ରିଜ କରିବାକୁ କହି ମାତ୍ରାଧିକ ପିସି ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧର ନେଉଥିବା ଯୋଗୁ ବୁଦ୍ଧିଜୀବୀ ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି, ଅପାରଗ ନିକମା, ଦୁର୍ନୀତିଗ୍ରସ୍ତ, ବ୍ୟଭିଚାରୀ ଯନ୍ତ୍ରୀ କ୍ଷୀରଧର କୁ ପଦବୀରୁ ବହିଷ୍କାର କରି ଭିଜିଲାନ୍ସ ତଦନ୍ତ କରିବାକୁ ଦକ୍ଷିଣଓଡିଶା ସଂଗ୍ରାମ ସମିତି ର ସଭାପତି ହରିହର ମାଝୀ ସରକାରଙ୍କ ନିକଟରେ ଦାବି କରିଛନ୍ତି, କଳା ଟଙ୍କାର ବାଦଶାହ ତଥା କୁବେରପତି ନବରଙ୍ଗପୁର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧର କଳାଧନ ଉପରେ ଭିଜିଲାନ୍ସ ଖୁବ ଶୀଘ୍ର ତଦନ୍ତ ପାଇଁ ଦସ୍ତାବିଜ ପ୍ରସ୍ତୁତ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି, କଳା ଟଙ୍କା ରେ ଯନ୍ତ୍ରୀ କ୍ଷୀର ଧର ରାଜଧାନୀ ର ତାରକା ହୋଟେଲ ରେ ରାତିକି କିପରି ରଙ୍ଗୀନ କରି ପୁଳା ପୁଳା ଟଙ୍କା ଉଡ଼ାନ୍ତି ତାହାର ତଥ୍ୟ ସମାଜ ଆଇନା ର ହସ୍ତଗତ ହୋଇଛି,ଯନ୍ତ୍ରୀ କ୍ଷୀରଙ୍କ ଉପରେ ସାଙ୍ଘାତିକ ତଥ୍ୟ ହସ୍ତ ଗତ ହେବାରେ ଲାଗିଛି ତାହା ଆଗାମୀ ସଂଖ୍ୟାରେ ପ୍ରକାଶ ପାଇବ,

Leave a Reply

Your email address will not be published. Required fields are marked *

error: Content is protected !!