ମୁଖ୍ୟ ଖବର

ପିସି ଖିଆ ଅପାରଗ ଜଗତସିଂହପୁର ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁତାର ଭିଜିଲାନ୍ସ ସ୍କାନରରେ

Spread the love

ଭୁବନେଶ୍ୱର : ପୂର୍ତ୍ତ ବିଭାଗକୁ ବଦନାମ କରୁଥିବା ଯନ୍ତ୍ରୀ ତାଲିକାରେ ଜଗତସିଂହପୁରର ଅଧିକ୍ଷଣ ଯନ୍ତ୍ରୀ ସର୍ବେନ୍ଦୁ ସୁତାର ସବୁଠାରୁ ଅପାରଗ ଓ ନିକମା, ଜିଲ୍ଲାରେ ବିକାଶ ପରିବର୍ତ୍ତେ ଦୁର୍ନୀତିର କାୟା ବିସ୍ତାର କରି ଚାଲିଛନ୍ତି ଅଧିକ୍ଷଣ ଯନ୍ତ୍ରୀ, ପିସି ଖିଆ, ଅପାରଗ, ଅପଦାର୍ଥ ଅଧିକ୍ଷଣ ଯନ୍ତ୍ରୀ ପିସି ନେଇ ସବୁ ରାସ୍ତା ଘାଟ ନିର୍ମାଣ ନିମ୍ନମାନର କରିବାକୁ ଠିକାଦାରମାନଙ୍କୁ କହୁଥିବା ଚର୍ଚ୍ଚା ହେଉଛି, ଅନଭିଜ୍ଞା, ଭ୍ରଷ୍ଟାଚାରୀ ଅଧିକ୍ଷଣ ଯନ୍ତ୍ରୀ ସୁତାର ବାବୁ କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ନିର୍ମାଣ କାର୍ଯ୍ୟ ଦେଇ ସମାନଙ୍କ ଠାରୁ ୨୦ ପ୍ରତିଶତ ପିସି ନେଉଥିବା ଚର୍ଚ୍ଚା ହେଉଛି, ଯନ୍ତ୍ରୀ ସୂତାର ବାବୁ ଅଫିସକୁ ମନଇଛା ଆସନ୍ତି ଓ ଅଫିସର କର୍ମଚାରୀ ମାନଙ୍କୁ ଖରପ ବ୍ୟବହାର କରିବା ସହିତ ସାଧାରଣ ଜନତା ଅଭିଯୋଗ କରିବାକୁ ଆସିଲେ ସେମାନଙ୍କୁ ଦେଖା ଦିଅନ୍ତି ନାହିଁ, ରାସ୍ତା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଯନ୍ତ୍ରୀ ସୂତାର ରାଜକୋଷ ରୁ ଲୁଟ ନେଇଥିବା ଠିକାଦାର ଶିବ ମହାନ୍ତି କହିଛନ୍ତି ସବୁ ନିର୍ମାଣ କାର୍ଯ୍ୟ ରେ ଭୁଲ କରି ନିର୍ମାଣ ସୌଧରେ ମୁଖ୍ୟ ଯନ୍ତ୍ରୀଙ୍କ ଠାରୁ ଗାଳି ଖାଇଛନ୍ତି ଯନ୍ତ୍ରୀ ସୁତାର ବାବୁ, ମିଥ୍ୟା ବିଲ କରିବାରେ ମାଷ୍ଟର ସର୍ବେନ୍ଦୁ ସୂତାର ଗୁପ୍ତ ଟେଣ୍ଡର କରି ଲକ୍ଷାଧିକ ଟଙ୍କା ସରକାରୀ ରାଜକୋଷରୁ ଲୁଟି ନେଇଥିବା ଜିଲ୍ଲାରେ ଚର୍ଚ୍ଚା ହେଉଛି, ଯନ୍ତ୍ରୀ ସୁତାର ପାଗଳାମି କାର୍ଯ୍ୟ କୁ ବହୁ ଏସଡିଓ ନାପସନ୍ଦ କରିବା ସହିତ ତୁରନ୍ତ ଅଧିକ୍ଷଣ ଯନ୍ତ୍ରୀକୁ ହଟାଇବାକୁ ବିଜେପି ର ନେତାଙ୍କୁ କହୁଥିବା ଚର୍ଚ୍ଚା ହେଉଛି, ପିସି ପ୍ରିୟ ଯନ୍ତ୍ରୀ ସୂତାର ବାବୁ ସବୁ ଏସଡିଓ ମାନଙ୍କୁ ତାଗିଦ କରି କହୁଛନ୍ତି ପିସି ନ ଦେଲେ ଠିକାଦାରଙ୍କୁ କାମ ଦିଅ ନାହିଁ, ଏହି ପିସି ଖିଆ ଯନ୍ତ୍ରୀ ସୂତାର ବାବୁ ଆସିଲା ଦିନରୁ ବ୍ୟାପକ ସରକାରୀ ଅର୍ଥ ବାଟମାରଣ ହେଉଛି, ପ୍ରତିଦିନ ଗୋଟିଏ ବ୍ୟାଗ ଧରି ଆସୁଥିବା ସୂତାର ବାବୁ ସନ୍ଧ୍ୟା ବେଳକୁ ନୋଟ ବିଡା ଭର୍ତି କରି ଘରକୁ ଯାଉଛନ୍ତି ବୋଲି ଠିକାଦାର ମାନେ କହିବୁଲୁଛନ୍ତି, ଜଗତସିଂହପୁର ଜିଲ୍ଲାରୁ ଲୁଟିଥିବା ଟଙ୍କାରେ ଯନ୍ତ୍ରୀ ସୂତାର ବାବୁ ନିଜ ବିଶ୍ୱସ୍ତ ଲୋକଙ୍କ ନାମରେ ରାଜଧାନୀରେ ଅନେକ ପ୍ଲଟ ଓ ଫ୍ଲାଟ କିଣିଛନ୍ତି ବୋଲି ରାୟଗଡା ଅଧିକ୍ଷଣ ଯନ୍ତ୍ରୀ ଅମ୍ବିକେୟ ମିଶ୍ର ଆମର ପ୍ରତିନିଧିଙ୍କୁ କହିଛନ୍ତି, ଯନ୍ତ୍ରୀ ସୂତାର ବାବୁଙ୍କ କଳଙ୍କ ପେଡି ର ଆହୁରି ଲୋମ ଟାଙ୍କୁରା ତଥ୍ୟ କ୍ରମାନ୍ଵୟ ଭାବରେ ପ୍ରକାଶିତ ହେବ

Leave a Reply

Your email address will not be published. Required fields are marked *

error: Content is protected !!