କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣ ରଥଙ୍କୁ ଭିଜିଲାନ୍ସ ଧରିବ କେବେ ?
ଭୁବନେଶ୍ୱର : ଜଳ ସମ୍ପଦ ବିଭାଗ ର କ୍ଷୁଦ୍ର ଜଳ ସେଚନ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣ ରଥ କୋଟିକୋଟି ଟଙ୍କା ରାଜ୍ୟ ରାଜକୋଷ ରୁ ଲୁଟ କରି ଅମାପ କଳା ଟଙ୍କାର ମାଲିକ ସାଜିଥିବା କଥା ଚର୍ଚ୍ଚା ହେଉଛି, ଚେକ ଡ୍ୟାମ ନିର୍ମାଣ ନାମରେ ମିଥ୍ୟା ବିଲ କରି ବିପୁଳ ଅର୍ଥ ଲୁଟୁଥିବା ପୂର୍ଣ୍ଣ ରଥଙ୍କୁ ଭିଜିଲାନ୍ସ ତଦନ୍ତ କଲେ ବହୁତ ବେଆଇନ ସମ୍ପତ୍ତିର ସୁରାକ ମିଳିବ ବୋଲି ଠିକାଦାର ରାଜେନ୍ଦ୍ର ମହାନ୍ତି କହିଛନ୍ତି, ଗଞ୍ଜାମ, ନୟାଗଡ଼, ଗଜପତି, ନବରଙ୍ଗପୁର, କୋରାପୁଟ, ସମ୍ବଲପୁର, କଳାହାଣ୍ଡି, ଅନୁଗୋଳ, ଝାରସୁଗୁଡା, ବରଗଡ଼ ପରି ଅନେକ ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି, ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣ ରଥ ସବୁ କାର୍ଯ୍ୟରେ ଖୋଲାଖୋଲି ଭାବରେ ୨୦ ପ୍ରତିଶତ ପିସି ନେଉଥିବା ଅଭିଯୋଗ ହେଉଛି, ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣ ରଥ ଖୋଲାଖୋଲି କହୁଛନ୍ତି ଯେ ମିଳୁଥିବା ପିସି ରୁ ମୁଖ୍ୟମନ୍ତ୍ରୀ ଅଫିସ, ମୁଖ୍ୟଶାସନ ସଚିବ, ବିଜେପି ପାର୍ଟି ଅଫିସ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଦିଆଯାଉଛି, ତେଣୁ ଯେତେ ନିମ୍ନମାନର କାମ ସହିତ ମିଥ୍ୟା ବିଲ କଲେ କେହି କିଛି କରିବେନି ବୋଲି ଅଧିକ୍ଷଣ ଯନ୍ତ୍ରୀ ମାନଙ୍କୁ କହୁଛନ୍ତି ପୂର୍ଣ୍ଣ ରଥ, ଚାଷୀ ଓ ଚାଷର ଉନତି ପାଇଁ କ୍ଷୁଦ୍ର ଜଳ ସେଚନ ରେ କୋଟିକୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହିପରି ମୁଖ୍ୟ ଯନ୍ତ୍ରୀଙ୍କ ଯୋଗୁ ସବୁ ଯୋଜନା ବିଫଳ ହେଉଛି, ବିଜେଡି ସରକାରରେ ଦଳୀୟ ପାଣ୍ଠିକୁ ଅର୍ଥ ଯୋଗାଉଥିବା ପୂର୍ଣ୍ଣ ରଥ ଏବେ ସର୍ବୋଚ୍ଚ ଯନ୍ତ୍ରୀ ହେବା ପାଇଁ ଟଙ୍କା ବ୍ୟାଗ ଭର୍ତି କରିବାରେ ଲାଗିଛନ୍ତି, ସର୍ବୋଚ୍ଚ ଯନ୍ତ୍ରୀ ହେବାପାଇଁ ୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପୂର୍ଣ୍ଣ ମୁଖ୍ୟ ମନ୍ତ୍ରୀ ଅଫିସ ସହିତ ଯୋଗାଯୋଗ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି, ପୂର୍ଣ୍ଣ ରଥ ପରି ଜଣେ ଅପାରଗ, ନିକମା, ପିସି ଖିଆ ଯନ୍ତ୍ରୀଙ୍କୁ ଜଳ ସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କିପରି କରାଯିବ ତାହା ସାଧାରଣ ରେ ଚର୍ଚ୍ଚା ହେଉଛି, ରାଜ୍ୟରେ ଜେତେ ଯନ୍ତ୍ରୀ ଭିଜିଲାନ୍ସ ରେ ଧରାପଡ଼ିଛନ୍ତି ସେମାନଙ୍କ ଠାରୁ ଅଧିକ ବେ ଆଇନ ସମ୍ପତ୍ତି ର ଅଧିକାରୀ ପୂର୍ଣ୍ଣ ରଥ ବୋଲି ସବୁ ଆଡେ ଚର୍ଚ୍ଚା ହେଉଛି, ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବିଭାଗ ର ଏହି ଦୁର୍ନୀତିଗ୍ରସ୍ତ ମୁଖ୍ୟ ଯନ୍ତ୍ରୀଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି, ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣ ରଥଙ୍କ ଉପରେ ଆହୁରି ତଥ୍ୟ ହସ୍ତଗତ ହେବାରେ ଲାଗିଛି ””’:::::::
