ମୁଖ୍ୟ ଖବର

୬୩୮୭ ଅବସରପ୍ରାପ୍ତ ଶିକ୍ଷକ ପାଇବେ ନିଯୁକ୍ତି

Spread the love

ଭୁବନେଶ୍ୱର,: ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ମିଳିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି। ଅନୁଦାନପ୍ରାପ୍ତ ହାଇସ୍କୁଲ ଏବଂ ବ୍ଲକ୍‌ଗ୍ରାଣ୍ଡ ସ୍କୁଲରେ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ମିଳିବ। ସେହିପରି ସଂସ୍କୃତ ଟୋଲ୍‌ ସ୍କୁଲରେ ଅତିଥି ଶିକ୍ଷକମାନେ ମଧ୍ୟ ନିଯୁକ୍ତି ପାଇବେ। ଏହି ଆଧାରରେ ଅବସରଗ୍ରହଣ କରିଥିବା ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ମିଳିବ।

Leave a Reply

Your email address will not be published. Required fields are marked *

error: Content is protected !!