ରାଜ୍ୟ

ଥୁଆ ପଦର ପ୍ରାଥମିକ ଆଞ୍ଚଳିକ କୃଷି ସମବାୟ ସମିତି ଲି ପକ୍ଷରୁ ସାଧାରଣ ତନ୍ତ୍ରଦିବସ ପାଳିତ

Spread the love

।କଳାହାଣ୍ଡି: : ସଦର ମହକୁମାର ଥୁଆ ପଦର ଆଞ୍ଚଳିକ କୃଷି ସମବାୟ ସମିତି ଲି ପକ୍ଷରୁ ଆଗୁଷ୍ଟ ୧୫ ସ୍ଵାଧୀନତା ଦିବସ ଅବସରରେ ସ୍ଵାଧୀନତା ଦିବସ ପାଳନ କରି ତ୍ରିରଙ୍ଗା ପତାକା ଉତୋଳନ କରିବା ସହ ସ୍ୱଚ୍ଛ ଭାରତ ଅଭିଯାନ ର ତେନ୍ତୁଳିଖୁଣ୍ଟି ଠାରୁ ଥୁଆ ପଦର ଆଞ୍ଚଳିକ କୃଷି ସମବାୟ ସମିତି ଲି ପର୍ଯ୍ୟନ୍ତ ରାସ୍ତା ସଫାଇ କାର୍ଯ୍ୟକ୍ରମ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଥୁଆ ପଦର ଆଞ୍ଚଳିକ କୃଷି ସମବାୟ ସମିତି ଲି ସଭାପତି ହରେକୃଷ୍ଣ ନାଏକ ଏବଂ କାର୍ଯୟନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇ ଙ୍କ ନେତୃତ୍ୱରେ ଥୁଆ ପଦର ପ୍ରାଥମିକ ଆଞ୍ଚଳିକ କୃଷି ସମବାୟ ସମିତି ଲି ର ପରିଚାଳନା ପରିଷଦର ସଭ୍ୟ ଚୂଡ଼ାମନି ନାଏକ,ମହେନ୍ଦ୍ର ସାହୁ,କୌଶିକ ମାଝୀ,ବୃନ୍ଦାବନ ନାୟକ,ନକୂଳ ମାଝୀ,କୁବେର ସାହୁ,ମଳୟ ରଣା,ପ୍ରମୋଦ ତାଣ୍ଡି,ଯୋଗେନ୍ଦ୍ର ରଣା,ସୁଦର୍ଶନ ଭୋଇ, ନୀଳମଣି ବାଗ,ବିଦ୍ୟାଧର ମାଝୀ,ସମିତିର ଡିଇଓ ଜିତେନ୍ଦ୍ର ଗଉଡ଼,ପିଅନ ବିବଛ ଭୋଇ, ଡିଇଓ ବେଦବର ଭାଟି ପ୍ରମୁଖ ଉପସ୍ଥିତ ରହି ୭୯ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରିବା ସହ ସ୍ୱଚ୍ଛ ଭାରତ ଅଭିଯାନ ତେନ୍ତୁଳିଖୁଣ୍ଟି ଠାରୁ ଥୁଆ ପଦର ଆଞ୍ଚଳିକ କୃଷି ସମବାୟ ସମିତି ଲି ପର୍ଯ୍ୟନ୍ତ ରାସ୍ତା ସଫା କାର୍ଯ୍ୟକ୍ରମ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!