Author: SAMAJAINA National Daily News

ମୁଖ୍ୟ ଖବର

ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,: ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ମନ୍ଦିରରେ ରବିବାର ଏକ ଭୟଙ୍କର ଦଳାଚକଟା ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।

Read More
ଅପରାଧ

ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ସ୍ବାମୀ ଗିରଫ

ବଅଁରପାଳ, : ସ୍ତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ନାଲ୍‌କୋ ଥାନା ଅଞ୍ଚଳର ଦୀପୁ ସାହୁ (୨୫)ଙ୍କୁ ଶନିବାର ପୋଲିସ ଗିରଫ କରିଛି।

Read More
ମୁଖ୍ୟ ଖବର

ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ

ଭୁବନେଶ୍ୱର ବିଜୁ ଜନତା ଦଳ (ବିଜେଡି) କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା

Read More
ରାଜ୍ୟ

କୁଆଖାଇରେ ବୁଡ଼ି ଛାତ୍ର ମୃତ: ୭ ବର୍ଷରେ ଗଲାଣି ୬୦ ଜୀବନ

ଭୁବନେଶ୍ବର : ଆଜି ଇନ୍‌ଫୋସିଟି ଅଞ୍ଚଳର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ବି-ଫାର୍ମା ଛାତ୍ର ତଥା ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ଅଙ୍କନ ତ୍ରିପ‌ାଠୀ(୧୯)ଙ୍କର କୁଆଖାଇ ନଦୀରେ ବୁଡି ମୃତ୍ୟୁଘଟିଛି।

Read More
ମହାନଗର

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ଜଣ ସହଯୋଗୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଅମରେଶ ଜେନାଙ୍କୁ ଫେରାର କରାଇବାରେ ସହଯୋଗ

Read More
ମୁଖ୍ୟ ଖବର

ସ୍ତ୍ରୀଙ୍କ ସହ ବୁଲିବାକୁ ଆସିଥିଲେ ବିଡିଓ, ଉଛୁଳା ନଦୀକୁ ଖସିପଡ଼ିଲା କାର୍‌

କୋଣାର୍କ,: ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ମେରାଇନ ଥାନା ଅନ୍ତର୍ଗତ ଲୋଟସ ରିସର୍ଟ ନିକଟ ରାମଚଣ୍ଡୀ ମୁହାଣ କୁଶଭଦ୍ରା ନଦୀରେ କାର ବୁଡି ଯାଇଥିଲା। କଟକ ସଦର ବିଡିଓ

Read More
ଦେଶ-ବିଦେଶ

ମାଳଦ୍ୱୀପର ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ହେଲେ ମୋଦି,

ମାଲେ/ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତ ଆଜି ଅର୍ଥାତ୍‌ ୨୬ ଜୁଲାଇରେ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ରାଜଧାନୀ ମାଲେରେ ମାଳଦ୍ୱୀପର ୬୦ତମ ସ୍ବାଧୀନତା ଦିବସରେ ସମ୍ମାନିତ

Read More
ରାଜନୀତି

ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ: ବିଜେପି ରାଜ୍ୟ ପ୍ରଭାରୀ

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଜ୍ୟ ପ୍ରଭାରୀ ବିଜୟ

Read More
ଅପରାଧ

ବର୍ଷେ ହେବ ଚାକିରି ପାଇଥିଲେ, ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ଜାଲରେ ଫସିଗଲେ ଜେଆର୍‌ଏ

ଭୁବନେଶ୍ୱର,:ଭୁବନେଶ୍ୱର ଉପଜିଲାପାଳ ଅଫିସ ସ୍ବତନ୍ତ୍ର ସାର୍ଟିଫିକେଟ୍‌ ସେକ୍ସନ୍‌ର କନିଷ୍ଠ ରାଜସ୍ବ ସହାୟକ (ଜେଆର୍‌ଏ)) ସୌରଭ ତ୍ରିପାଠୀ ଶୁକ୍ରବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କଠାରୁ

Read More
ଦେଶ-ବିଦେଶ

ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହେଲେ ମୋଦି

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବିଶ୍ୱ ସମ୍ମୁଖରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ସେ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ

Read More
error: Content is protected !!