ଭିଜିଲାନ୍ସ ଫାଶରେ ବିଏମ୍ସି ନିର୍ବାହୀ ଯନ୍ତ୍ରୀ: ୭କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ
ଭୁବନେଶ୍ବର: ରାଜଧାନୀରେ ରାଜପ୍ରାସାଦ ଭଳି ସୁଦୃଶ୍ୟ ଅଟ୍ଟାଳିକା। ଉପକଣ୍ଠରେ ଫାର୍ମହାଉସ୍। ସହରର ପ୍ରମୁଖ ଅଞ୍ଚଳରେ ପ୍ଲଟ୍। କୋଟିକୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ଅଧିକାରୀ ଜଣେ ସରକାରୀ ଯନ୍ତ୍ରୀ
Read More